ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୫, ୨୦୨୪ )

ପବିତ୍ର ରମଜାନ ମାସର ପ୍ରଥମ ଶୁକ୍ରବାର ଅବସରରେ ଭୁବନେଶ୍ୱର ସ୍ଥିତ ୟୁନିଟ-୪ ମସଜିଦ ପରିସରରେ ସାମୁହିକ ନମାଜ ପାଠ   ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ବାଗଦେବୀ ଲିଟରେଚର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବାଗଦେବୀ ଥିଏଟର ଫେଷ୍ଟରେ ପରିବେଷିତ ନାଟକ ‘ବିଦ୍ରୋହ ନିଜ ବିରୁଦ୍ଧରେ’   କଟକ ସହରସ୍ଥିତ ମିଶନ ରୋଡ଼ ପାର୍ଶ୍ୱରେ ବ୍ୟବସାୟୀଙ୍କଠୁ ତରଭୁଜ କିଣୁଛନ୍ତି ଗ୍ରାହକ ଶ୍ରୀମନ୍ଦିରରେ ସପରିବାର ମହାପ୍ରଭୁଙ୍କୁ ଦର୍ଶନ କଲେ ଛତିଶଗଡ଼ର ମୁଖ୍ୟ ବିଚାରପତି ରମେଶ ସିଂହ ପୁରୀ ଏସସିଏସ କଲେଜର ଏମବିଏ […] The post ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୫, ୨୦୨୪ ) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୫, ୨୦୨୪ )

ପବିତ୍ର ରମଜାନ ମାସର ପ୍ରଥମ ଶୁକ୍ରବାର ଅବସରରେ ଭୁବନେଶ୍ୱର ସ୍ଥିତ ୟୁନିଟ-୪ ମସଜିଦ ପରିସରରେ ସାମୁହିକ ନମାଜ ପାଠ

 

ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ବାଗଦେବୀ ଲିଟରେଚର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବାଗଦେବୀ ଥିଏଟର ଫେଷ୍ଟରେ ପରିବେଷିତ ନାଟକ ‘ବିଦ୍ରୋହ ନିଜ ବିରୁଦ୍ଧରେ’

 

କଟକ ସହରସ୍ଥିତ ମିଶନ ରୋଡ଼ ପାର୍ଶ୍ୱରେ ବ୍ୟବସାୟୀଙ୍କଠୁ ତରଭୁଜ କିଣୁଛନ୍ତି ଗ୍ରାହକ

ଶ୍ରୀମନ୍ଦିରରେ ସପରିବାର ମହାପ୍ରଭୁଙ୍କୁ ଦର୍ଶନ କଲେ ଛତିଶଗଡ଼ର ମୁଖ୍ୟ ବିଚାରପତି ରମେଶ ସିଂହ

ପୁରୀ ଏସସିଏସ କଲେଜର ଏମବିଏ ଓ ବିବିଏ ଛାତ୍ରୀମାନେ ସଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି

The post ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୫, ୨୦୨୪ ) appeared first on Dharitri Odia News.