ଓଡ଼ିଶା: ଆଜିର ଫଟୋ (୧୨ ଅଗଷ୍ଟ, ୨୦୨୪)
ଶ୍ରାବଣ ମାସ ସୋମବାରରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ଜଳଲାଗି କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ ନୁପୁର ସାସ୍କୃତିକ ଅନୁଷ୍ଠାନ ପକ୍ଷରୁ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ‘ମଲ୍ଲହାର-୨୦୨୪’ରେ ପରିବେଷିତ ଓଡ଼ିଶୀ ନୃତ୍ୟ ଭୁବନେଶ୍ୱରସ୍ଥିତ ସୂଚନା ଭବନରେ OASMEର ୩୮ତମ ବାର୍ଷିକ କନ୍ଭେନସନରେ ଯୋଗଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ କଟକ ସିଡିଏ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ହଲରେ ୫ମ ଓଡ଼ିଶା ଷ୍ଟେଟ ଇଣ୍ଟର ସ୍କୁଲ ଏବଂ ୨୯ତମ YGTTA […] The post ଓଡ଼ିଶା: ଆଜିର ଫଟୋ (୧୨ ଅଗଷ୍ଟ, ୨୦୨୪) appeared first on Dharitri Odia News.

ଶ୍ରାବଣ ମାସ ସୋମବାରରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ଜଳଲାଗି କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ ନୁପୁର ସାସ୍କୃତିକ ଅନୁଷ୍ଠାନ ପକ୍ଷରୁ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ‘ମଲ୍ଲହାର-୨୦୨୪’ରେ ପରିବେଷିତ ଓଡ଼ିଶୀ ନୃତ୍ୟ

ଭୁବନେଶ୍ୱରସ୍ଥିତ ସୂଚନା ଭବନରେ OASMEର ୩୮ତମ ବାର୍ଷିକ କନ୍ଭେନସନରେ ଯୋଗଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ
କଟକ ସିଡିଏ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ହଲରେ ୫ମ ଓଡ଼ିଶା ଷ୍ଟେଟ ଇଣ୍ଟର ସ୍କୁଲ ଏବଂ ୨୯ତମ YGTTA ଷ୍ଟେଟ ରାଙ୍କିଙ୍ଗ ଟେବଲ ଟେନିସ ଚାମ୍ପିଅନସିପର ଉଦଘାଟନୀ ସମାରୋହ ଅନୁଷ୍ଠିତ
କଟକ କଲେଜ ଛକସ୍ଥିତ ପିଲଗ୍ରିମ ରୋଡରେ କଟକ ମହାନଗର ନିଗମ ପକ୍ଷରୁ ଏକାଧିକ ବେଆଇନ ନିର୍ମାଣ ତଥା ଜବରଦଖଲ ଉଚ୍ଛେଦ କରାଯାଉଛି
The post ଓଡ଼ିଶା: ଆଜିର ଫଟୋ (୧୨ ଅଗଷ୍ଟ, ୨୦୨୪) appeared first on Dharitri Odia News.