ଜୟଆଲୁକ୍କାସ ଚେନ୍‌ ଫେଷ୍ଟ ଉଦ୍‌ଘାଟିତ

ଭୁବନେଶ୍ୱର,୨୪।୯: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସର ବହୁ ପ୍ରତୀକ୍ଷିତ ପ୍ରଦର୍ଶନୀ ‘ଚେନ୍‌ ଫେଷ୍ଟ’ (ଜୟଆଲୁକ୍କାସ ଚେନ ଫେଷ୍ଟ) ନିକଟରେ ଉଦଘାଟିତ ହୋଇଯାଇଛି। ଏହି ଫେଷ୍ଟ ୨୦୨୪ ଅକ୍ଟୋବର ୬ ପର୍ଯ୍ୟନ୍ତ ଜାରି ରହିବ ବୋଲି ପ୍ରତିଷ୍ଠାନ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଜୟଆଲୁକ୍କାସ ଚେନ୍‌ ଫେଷ୍ଟରେ ବ୍ରାଣ୍ଡ୍‌ର ସମସ୍ତ ଆକର୍ଷଣୀୟ ଡିଜାଇନ ଚେନର ସମ୍ଭାର ସାଙ୍ଗକୁ ନୂତନ କଲେକ୍ସନଗୁଡିକର ପ୍ରଦର୍ଶନ କରାଯାଉଛି। ସେହିଭଳି ଗ୍ରାହକଙ୍କୁ ସୁବିଧା ଅଳଙ୍କାର […] The post ଜୟଆଲୁକ୍କାସ ଚେନ୍‌ ଫେଷ୍ଟ ଉଦ୍‌ଘାଟିତ appeared first on Dharitri Odia News.

ଜୟଆଲୁକ୍କାସ ଚେନ୍‌ ଫେଷ୍ଟ ଉଦ୍‌ଘାଟିତ

ଭୁବନେଶ୍ୱର,୨୪।୯: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସର ବହୁ ପ୍ରତୀକ୍ଷିତ ପ୍ରଦର୍ଶନୀ ‘ଚେନ୍‌ ଫେଷ୍ଟ’ (ଜୟଆଲୁକ୍କାସ ଚେନ ଫେଷ୍ଟ) ନିକଟରେ ଉଦଘାଟିତ ହୋଇଯାଇଛି। ଏହି ଫେଷ୍ଟ ୨୦୨୪ ଅକ୍ଟୋବର ୬ ପର୍ଯ୍ୟନ୍ତ ଜାରି ରହିବ ବୋଲି ପ୍ରତିଷ୍ଠାନ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଜୟଆଲୁକ୍କାସ ଚେନ୍‌ ଫେଷ୍ଟରେ ବ୍ରାଣ୍ଡ୍‌ର ସମସ୍ତ ଆକର୍ଷଣୀୟ ଡିଜାଇନ ଚେନର ସମ୍ଭାର ସାଙ୍ଗକୁ ନୂତନ କଲେକ୍ସନଗୁଡିକର ପ୍ରଦର୍ଶନ କରାଯାଉଛି। ସେହିଭଳି ଗ୍ରାହକଙ୍କୁ ସୁବିଧା ଅଳଙ୍କାର ଯୋଗାଇ ଦେବା ପାଇଁ ଆକର୍ଷଣୀୟ ଅଫର ଓ ରିହାତିର ଘୋଷଣା କରାଯାଇଛି। ଏପରିକି ଏହି ଫେଷ୍ଟ ଜରିଆରେ ଗ୍ରାହକ ୪.୯୯% ଫ୍ଲାଟ ମେକିଂ ଚାର୍ଜର ଲାଭ ଉଠାଇପାରିବେ। ଏ ସମ୍ପର୍କରେ ଜୟଆଲୁକ୍କାସର ଚେୟାରମ୍ୟାନ ତଥା ଏମ୍‌ଡି ଜୟଆଲୁକ୍କାସ କହିଥିଲେ, ଆମେ ଆମର ବହୁ ପ୍ରତୀକ୍ଷିତ ପ୍ରଦର୍ଶନୀ ଚେନ୍‌ ଫେଷ୍ଟକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଇ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମେ ଆମର ଗ୍ରାହକଙ୍କୁ କେବଳ ୪.୯୯%ର ଏକ ଅତୁଳନୀୟ ମେକିଂ ଚାର୍ଜର ସୁବିଧା ସହିତ ଆକର୍ଷଣୀୟ ଡିଜାଇନ ଓ ସୂକ୍ଷ୍ମ କାରୁକାର୍ଯ୍ୟରେ ପ୍ରସ୍ତୁତ ଚେନଗୁଡିକୁ କ୍ରୟ କରିପାରିବେ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

The post ଜୟଆଲୁକ୍କାସ ଚେନ୍‌ ଫେଷ୍ଟ ଉଦ୍‌ଘାଟିତ appeared first on Dharitri Odia News.