ଓଡ଼ିଶା: ଆଜିର ଫଟୋ ( ୧୩ ନଭେମ୍ବର, ୨୦୨୪ )
ପବିତ୍ର ବଡ ଓଷା ଅବସରରେ ଧବଳେଶ୍ୱର ଶୈବ ପୀଠରେ ଧବଳେଶ୍ୱରଙ୍କ ବଡ ସିଂହାର ବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ। ସେତୁରେ ଯା ଆସ ଫଳରେ ଝୁଲା ପୋଲ ଅଲୋଡ଼ା ହୋଇ ପଡିଛି କଟକ ବାରବାଟୀ ଷ୍ଟାଡିୟମରେ ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ରଣଜୀ କ୍ରିକେଟ ମ୍ୟାଚର ପ୍ରଥମ ଦିବସ ମହାନଦୀ ଆଳତୀ ପାଇଁ କଟକ ଜିଲା ପ୍ରଶାସନ ପକ୍ଷରୁ ନିର୍ମିତ ସୁସଜ୍ଜିତ ବୋଇତ […] The post ଓଡ଼ିଶା: ଆଜିର ଫଟୋ ( ୧୩ ନଭେମ୍ବର, ୨୦୨୪ ) appeared first on Dharitri Odia News.
ପବିତ୍ର ବଡ ଓଷା ଅବସରରେ ଧବଳେଶ୍ୱର ଶୈବ ପୀଠରେ ଧବଳେଶ୍ୱରଙ୍କ ବଡ ସିଂହାର ବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ। ସେତୁରେ ଯା ଆସ ଫଳରେ ଝୁଲା ପୋଲ ଅଲୋଡ଼ା ହୋଇ ପଡିଛି
କଟକ ବାରବାଟୀ ଷ୍ଟାଡିୟମରେ ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ରଣଜୀ କ୍ରିକେଟ ମ୍ୟାଚର ପ୍ରଥମ ଦିବସ
ମହାନଦୀ ଆଳତୀ ପାଇଁ କଟକ ଜିଲା ପ୍ରଶାସନ ପକ୍ଷରୁ ନିର୍ମିତ ସୁସଜ୍ଜିତ ବୋଇତ
କଟକ ବାଲିଯାତ୍ରା ତଳ ପଡିଆ ‘କଟକ ଏନ କଟକ’ ପରିସରରେ ଓଡ଼ିଆ ଚଳଚିତ୍ରକୁ ନେଇ ପ୍ରସ୍ତୁତ ସେଲ୍ଫି ପଏଣ୍ଟ
The post ଓଡ଼ିଶା: ଆଜିର ଫଟୋ ( ୧୩ ନଭେମ୍ବର, ୨୦୨୪ ) appeared first on Dharitri Odia News.