ଓଡ଼ିଶା: ଆଜିର ଫଟୋ ( ୧୫ ଅକ୍ଟୋବର, ୨୦୨୪ )

କଟକ କୁମ୍ଭାରସାହି ଅଞ୍ଚଳରେ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାକୁ ସଜ୍ଜିତ କରୁଛନ୍ତି ଶିଳ୍ପୀ ଦଶହରା ପରେ କଟକ ସହରରେ ଖାଁ ଖାଁ ଅନୁଭୂତ କଟକ ସହରସ୍ଥିତ ପୁରୀଘାଟ ଦେବୀଗଡା ରିଂବନ୍ଧ ରାସ୍ତା ପାର୍ଶ୍ୱରେ ଗୃହ ଉପକରଣ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଗହଳି ସମୟରେ ଉପୁଜୁଥିବା ଟ୍ରାଫିକ ସମସ୍ୟା ଐତିହାସିକ ବାଲିଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି: କଟକ ବାଲିଯାତ୍ରା ଉପର ପଡ଼ିଆରେ ବିଦ୍ୟୁତ ଖୁଣ୍ଟ ପୋତା ଚାଲିଛି   ଭୁବନେଶ୍ୱର ୟୁନିଟ-୮ ଅଞ୍ଚଳରେ ଇନଷ୍ଟିଚ୍ୟୁଟ ଅଫ ସ୍ପେସିଆଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ […] The post ଓଡ଼ିଶା: ଆଜିର ଫଟୋ ( ୧୫ ଅକ୍ଟୋବର, ୨୦୨୪ ) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ ( ୧୫ ଅକ୍ଟୋବର, ୨୦୨୪ )

କଟକ କୁମ୍ଭାରସାହି ଅଞ୍ଚଳରେ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାକୁ ସଜ୍ଜିତ କରୁଛନ୍ତି ଶିଳ୍ପୀ

ଦଶହରା ପରେ କଟକ ସହରରେ ଖାଁ ଖାଁ ଅନୁଭୂତ

କଟକ ସହରସ୍ଥିତ ପୁରୀଘାଟ ଦେବୀଗଡା ରିଂବନ୍ଧ ରାସ୍ତା ପାର୍ଶ୍ୱରେ ଗୃହ ଉପକରଣ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଗହଳି ସମୟରେ ଉପୁଜୁଥିବା ଟ୍ରାଫିକ ସମସ୍ୟା

ଐତିହାସିକ ବାଲିଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି: କଟକ ବାଲିଯାତ୍ରା ଉପର ପଡ଼ିଆରେ ବିଦ୍ୟୁତ ଖୁଣ୍ଟ ପୋତା ଚାଲିଛି

 

ଭୁବନେଶ୍ୱର ୟୁନିଟ-୮ ଅଞ୍ଚଳରେ ଇନଷ୍ଟିଚ୍ୟୁଟ ଅଫ ସ୍ପେସିଆଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (SISER) ପକ୍ଷରୁ ବିଶ୍ୱ ଧଳାବାଡ଼ି ଦିବସ ପାଳିତ

ଏସସି ଏସଟି ଛାତ୍ରୀ ନିବାସରେ ଲେଡି ମେଟ୍ରୋନଙ୍କୁ ନିୟମିତ କରିବା ଦାବିରେ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଭୁବନେଶ୍ୱରସ୍ଥିତ ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ

The post ଓଡ଼ିଶା: ଆଜିର ଫଟୋ ( ୧୫ ଅକ୍ଟୋବର, ୨୦୨୪ ) appeared first on Dharitri Odia News.