ଓଡ଼ିଶା: ଆଜିର ଫଟୋ ( ୨୨ ଅକ୍ଟୋବର, ୨୦୨୪ )
ଭୁବନେଶ୍ୱର କୋଚିଲେଇ ହାଟରେ ବାତ୍ୟା ‘ଦାନା’ ପାଇଁ ପରିବା ଓ ଗ୍ରୋସରୀ ଦୋକାନରେ ଗହଳି କଟକ ବକ୍ସି ବଜାର ସ୍ଥିତ କେନ୍ଦ୍ରୀୟ ରେଞ୍ଜ ଫାୟାର କାର୍ଯ୍ୟାଳୟ ପରିସରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଲାଇଟ ଓ ଜେନେରେଟର ଗୁଡିକୁ ବାତ୍ୟା ପ୍ରଭାବିତ ସ୍ଥଳୀକୁ ନେବା ପାଇଁ ରଖା ଯାଉଛି ଭୁବନେଶ୍ୱର ବରମୁଣ୍ଡା OFDRA ରେ ବାତ୍ୟା ‘ଦାନା’ ପାଇଁ ଫାୟାର ସେବା ପକ୍ଷରୁ ପ୍ରସ୍ତୁତି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ […] The post ଓଡ଼ିଶା: ଆଜିର ଫଟୋ ( ୨୨ ଅକ୍ଟୋବର, ୨୦୨୪ ) appeared first on Dharitri Odia News.
ଭୁବନେଶ୍ୱର କୋଚିଲେଇ ହାଟରେ ବାତ୍ୟା ‘ଦାନା’ ପାଇଁ ପରିବା ଓ ଗ୍ରୋସରୀ ଦୋକାନରେ ଗହଳି
କଟକ ବକ୍ସି ବଜାର ସ୍ଥିତ କେନ୍ଦ୍ରୀୟ ରେଞ୍ଜ ଫାୟାର କାର୍ଯ୍ୟାଳୟ ପରିସରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଲାଇଟ ଓ ଜେନେରେଟର ଗୁଡିକୁ ବାତ୍ୟା ପ୍ରଭାବିତ ସ୍ଥଳୀକୁ ନେବା ପାଇଁ ରଖା ଯାଉଛି
ଭୁବନେଶ୍ୱର ବରମୁଣ୍ଡା OFDRA ରେ ବାତ୍ୟା ‘ଦାନା’ ପାଇଁ ଫାୟାର ସେବା ପକ୍ଷରୁ ପ୍ରସ୍ତୁତି

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓଡିଶା ଏଫସି ବନାମ ପୂର୍ବ ବଙ୍ଗଳା ମଧ୍ୟରେ ISL ମ୍ୟାଚ୍
The post ଓଡ଼ିଶା: ଆଜିର ଫଟୋ ( ୨୨ ଅକ୍ଟୋବର, ୨୦୨୪ ) appeared first on Dharitri Odia News.