ଓଡ଼ିଶା: ଆଜିର ଫଟୋ ( ୨୨ ଜାନୁଆରୀ, ୨୦୨୫ )
ନେତାଜୀ ସୁବାଷ ଜୟନ୍ତୀ ଉପଲକ୍ଷେ ଆଲୋକରେ ସଜ୍ଜିତ କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ୭୬ତମ ଗଣତନ୍ତ୍ର ଦିବସ ପୂର୍ବରୁ ପରେଡ୍ ଅଭ୍ୟାସ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ବାଲୁକା କଳା The post ଓଡ଼ିଶା: ଆଜିର ଫଟୋ ( ୨୨ ଜାନୁଆରୀ, ୨୦୨୫ ) appeared first on Dharitri Odia News.
ନେତାଜୀ ସୁବାଷ ଜୟନ୍ତୀ ଉପଲକ୍ଷେ ଆଲୋକରେ ସଜ୍ଜିତ କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ
ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ୭୬ତମ ଗଣତନ୍ତ୍ର ଦିବସ ପୂର୍ବରୁ ପରେଡ୍ ଅଭ୍ୟାସ

ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ବାଲୁକା କଳା
The post ଓଡ଼ିଶା: ଆଜିର ଫଟୋ ( ୨୨ ଜାନୁଆରୀ, ୨୦୨୫ ) appeared first on Dharitri Odia News.