ଓଡ଼ିଶା: ଆଜିର ଫଟୋ ( ୨୬ ଅକ୍ଟୋବର, ୨୦୨୪ )

ଆଗକୁ ଆସୁଛି ଦୀପାବଳି, କଟକ ଖାନ ନଗର ଅଂଚଳରେ ଚିନି ସିରାରେ ପାରମ୍ପରିକ ମିଠା ପ୍ରସ୍ତୁତ କରୁଥିବା ପରିବାର     ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ (ଇଜିଆଇ) ଏବଂ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ – ଓଡ଼ିଶା ଏଡିସନ’ ଶୀର୍ଷକ କନ୍‌କ୍ଲେଭ୍‌ ଭୁବନେଶ୍ୱରସ୍ଥିତ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶା ପରିସରରେ ଅନୁଷ୍ଠିତ ହୋଇଯାଇଛି।       କଟକ ନୟାସଡ଼କ ରାସ୍ତା ପାର୍ଶ୍ୱରୁ ମହିଳାମାନେ […] The post ଓଡ଼ିଶା: ଆଜିର ଫଟୋ ( ୨୬ ଅକ୍ଟୋବର, ୨୦୨୪ ) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ ( ୨୬ ଅକ୍ଟୋବର, ୨୦୨୪ )

ଆଗକୁ ଆସୁଛି ଦୀପାବଳି, କଟକ ଖାନ ନଗର ଅଂଚଳରେ ଚିନି ସିରାରେ ପାରମ୍ପରିକ ମିଠା ପ୍ରସ୍ତୁତ କରୁଥିବା ପରିବାର

 

 

ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ (ଇଜିଆଇ) ଏବଂ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ – ଓଡ଼ିଶା ଏଡିସନ’ ଶୀର୍ଷକ କନ୍‌କ୍ଲେଭ୍‌ ଭୁବନେଶ୍ୱରସ୍ଥିତ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶା ପରିସରରେ ଅନୁଷ୍ଠିତ ହୋଇଯାଇଛି।

 

 

 

କଟକ ନୟାସଡ଼କ ରାସ୍ତା ପାର୍ଶ୍ୱରୁ ମହିଳାମାନେ ଦୀପାବଳି ଉପଲକ୍ଷେ ଦୀପ କିଣୁଛନ୍ତି

 

 

 

ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ୧୮ତମ ଗୁରୁ ଦେବପ୍ରସାଦ ସମ୍ମାନ ଉତ୍ସବରେ ଆୟୋଜିତ ଓଡିଶୀ ନୃତ୍ୟ

The post ଓଡ଼ିଶା: ଆଜିର ଫଟୋ ( ୨୬ ଅକ୍ଟୋବର, ୨୦୨୪ ) appeared first on Dharitri Odia News.