ଓଡ଼ିଶା: ଆଜିର ଫଟୋ ( ୨୬ ମେ, ୨୦୨୫ )
ଭୁବନେଶ୍ୱରର ରାମ ମନ୍ଦିର ପରିସରରେ ରୀତିନୀତି ଅନୁଯାୟୀ ଗଛ ଚାରିପାଖରେ ସୂତା ବାନ୍ଧିଛନ୍ତି ବିହାରୀ ସମ୍ପ୍ରଦାୟର ମହିଳାମାନେ ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ‘ଶତାବ୍ଦୀର କଳାକାର’ ଦ୍ୱାରା ନାଟକ ‘ବାପା’ ପ୍ରଦର୍ଶିତ କଟକରେ ସାଧବ ମହିଳାମାନେ ସାବିତ୍ରୀ ବ୍ରତ ପାଳୁଛନ୍ତି ବ୍ରହ୍ମପୁର ଗାନ୍ଧିନଗର ଜଗନ୍ନାଥ ମନ୍ଦିରରେ କିନ୍ନରମାନେ ପାଳୁଛନ୍ତି ସାବିତ୍ରୀ ବ୍ରତ ବ୍ରହ୍ମପୁର ସହରରେ ସଧବା ମହିଳାମାନେ ଭକ୍ତି ସହକାରେ ପାଳୁଛନ୍ତି ସାବିତ୍ରୀ ବ୍ରତ The post ଓଡ଼ିଶା: ଆଜିର ଫଟୋ ( ୨୬ ମେ, ୨୦୨୫ ) appeared first on Dharitri Odia News.
ଭୁବନେଶ୍ୱରର ରାମ ମନ୍ଦିର ପରିସରରେ ରୀତିନୀତି ଅନୁଯାୟୀ ଗଛ ଚାରିପାଖରେ ସୂତା ବାନ୍ଧିଛନ୍ତି ବିହାରୀ ସମ୍ପ୍ରଦାୟର ମହିଳାମାନେ
ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ‘ଶତାବ୍ଦୀର କଳାକାର’ ଦ୍ୱାରା ନାଟକ ‘ବାପା’ ପ୍ରଦର୍ଶିତ
କଟକରେ ସାଧବ ମହିଳାମାନେ ସାବିତ୍ରୀ ବ୍ରତ ପାଳୁଛନ୍ତି
ବ୍ରହ୍ମପୁର ଗାନ୍ଧିନଗର ଜଗନ୍ନାଥ ମନ୍ଦିରରେ କିନ୍ନରମାନେ ପାଳୁଛନ୍ତି ସାବିତ୍ରୀ ବ୍ରତ
ବ୍ରହ୍ମପୁର ସହରରେ ସଧବା ମହିଳାମାନେ ଭକ୍ତି ସହକାରେ ପାଳୁଛନ୍ତି ସାବିତ୍ରୀ ବ୍ରତ
The post ଓଡ଼ିଶା: ଆଜିର ଫଟୋ ( ୨୬ ମେ, ୨୦୨୫ ) appeared first on Dharitri Odia News.