ଓଡ଼ିଶା: ଆଜିର ଫଟୋ ( ୩୦ ମେ, ୨୦୨୪ )
ପୁରୀରେ ରଥ ଅଖ ନିର୍ମାଣ ପାଇଁ ଲମ୍ବା କାଠକୁ ରଥଖଳାକୁ ବୋହି ନେଉଛନ୍ତି ଭୋଇ ସେବକ ଗତକାଲି ପୁରୀ ସ୍ଥିତ ନରେନ୍ଦ୍ର ପୁଷ୍କରଣୀ ପରିସରରେ ଘଟିଥିବା ଭୟଙ୍କର ବାଣ ବିସ୍ଫୋରଣରେ ଆହତ ପୁଷ୍କରଣୀରେ ବୁଡିଯାଇଥିବା ସନ୍ଦେହ କରି ବୁଡାଳୀ ମାନେ ଖୋଜୁଛନ୍ତି ପୁରୀ ବାଣ ବିସ୍ଫୋରଣରେ ଆହତଙ୍କୁ ଡାକ୍ତରଖାନାରେ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ପୁରୀ ବାଣ ବିସ୍ଫୋରଣରେ ଆହତଙ୍କୁ ଭେଟିବାକୁ କଟକ ସ୍ଥିତ ଏସସିବି ଡାକ୍ତରଖାନା ଯାଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ […] The post ଓଡ଼ିଶା: ଆଜିର ଫଟୋ ( ୩୦ ମେ, ୨୦୨୪ ) appeared first on Dharitri Odia News.
ପୁରୀରେ ରଥ ଅଖ ନିର୍ମାଣ ପାଇଁ ଲମ୍ବା କାଠକୁ ରଥଖଳାକୁ ବୋହି ନେଉଛନ୍ତି ଭୋଇ ସେବକ
ଗତକାଲି ପୁରୀ ସ୍ଥିତ ନରେନ୍ଦ୍ର ପୁଷ୍କରଣୀ ପରିସରରେ ଘଟିଥିବା ଭୟଙ୍କର ବାଣ ବିସ୍ଫୋରଣରେ ଆହତ ପୁଷ୍କରଣୀରେ ବୁଡିଯାଇଥିବା ସନ୍ଦେହ କରି ବୁଡାଳୀ ମାନେ ଖୋଜୁଛନ୍ତି
ପୁରୀ ବାଣ ବିସ୍ଫୋରଣରେ ଆହତଙ୍କୁ ଡାକ୍ତରଖାନାରେ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ
ପୁରୀ ବାଣ ବିସ୍ଫୋରଣରେ ଆହତଙ୍କୁ ଭେଟିବାକୁ କଟକ ସ୍ଥିତ ଏସସିବି ଡାକ୍ତରଖାନା ଯାଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର
କଟକ ଓଏମପି ଛକ ରାସ୍ତା ପାର୍ଶ୍ଵରେ ଥିବା ଫଳଦୋକାନଗୁଡିକୁ କଟକ ମହାନଗର ନିଗମ ପକ୍ଷରୁ ଉଚ୍ଛେଦ କରାଯାଇଛି ଏବଂ ଏହାକୁ ପ୍ରତିବାଦ କରିଛନ୍ତି ବ୍ୟବସାୟୀ
ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପରେ ନୃତ୍ୟାୟନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ‘ଗୁରୁଦେବ’ରେ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟ
The post ଓଡ଼ିଶା: ଆଜିର ଫଟୋ ( ୩୦ ମେ, ୨୦୨୪ ) appeared first on Dharitri Odia News.

