ଓଡ଼ିଶା: ଆଜିର ଫଟୋ (୫ ଏପ୍ରିଲ, ୨୦୨୪)

ରାଜଧାନୀ ଭୁବନେଶ୍ୱରରେ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ତାତି ଯୋଜନା ପ୍ରଯୁକ୍ତି ଅର୍ଥନୀତି ଓ ପରିସଂଖ୍ୟାନ ଅନୁଷ୍ଠାନ ପକ୍ଷରୁ ୫୩ ଜଣ ଶିକ୍ଷାନିବେଶ ଓଡିଶା ସଚିବ ଦଶରଥି ଶତପଥିଙ୍କୁ ସାକ୍ଷାତ କରିବା ସହ ପରିଭ୍ରମଣ କରୁଛନ୍ତି କଟକ ଶ୍ରୀ ଅରବିନ୍ଦ ମାର୍ଗ ସ୍ଥିତ ମାତୃଭବନ ଠାରେ ଅନୁଷ୍ଠିତ ୫୩ତମ ନିଖିଳ ଉତ୍କଳ ଶ୍ରୀ ଅରବିନ୍ଦ ପାଠ ଚକ୍ର ସମ୍ମିଳନୀର ଦ୍ଵିତୀୟ ସନ୍ଧ୍ୟା କଟକ ଦୋଳମୁଣ୍ଡାଇ ସ୍ଥିତ ବିଜୟ ଗୋବିନ୍ଦ ଭବନରେ ହିନ୍ଦୁ ନବ ବର୍ଷ […] The post ଓଡ଼ିଶା: ଆଜିର ଫଟୋ (୫ ଏପ୍ରିଲ, ୨୦୨୪) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ (୫ ଏପ୍ରିଲ, ୨୦୨୪)

ରାଜଧାନୀ ଭୁବନେଶ୍ୱରରେ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ତାତି

ଯୋଜନା ପ୍ରଯୁକ୍ତି ଅର୍ଥନୀତି ଓ ପରିସଂଖ୍ୟାନ ଅନୁଷ୍ଠାନ ପକ୍ଷରୁ ୫୩ ଜଣ ଶିକ୍ଷାନିବେଶ ଓଡିଶା ସଚିବ ଦଶରଥି ଶତପଥିଙ୍କୁ ସାକ୍ଷାତ କରିବା ସହ ପରିଭ୍ରମଣ କରୁଛନ୍ତି

କଟକ ଶ୍ରୀ ଅରବିନ୍ଦ ମାର୍ଗ ସ୍ଥିତ ମାତୃଭବନ ଠାରେ ଅନୁଷ୍ଠିତ ୫୩ତମ ନିଖିଳ ଉତ୍କଳ ଶ୍ରୀ ଅରବିନ୍ଦ ପାଠ ଚକ୍ର ସମ୍ମିଳନୀର ଦ୍ଵିତୀୟ ସନ୍ଧ୍ୟା

କଟକ ଦୋଳମୁଣ୍ଡାଇ ସ୍ଥିତ ବିଜୟ ଗୋବିନ୍ଦ ଭବନରେ ହିନ୍ଦୁ ନବ ବର୍ଷ ମହୋତ୍ସବ ସମିତି ପକ୍ଷରୁ ହିନ୍ଦୁ ନବ ବର୍ଷ ପାଳନ ନେଇ ଅନୁଷ୍ଠିତ ପ୍ରସ୍ତୁତି ବୈଠକ

The post ଓଡ଼ିଶା: ଆଜିର ଫଟୋ (୫ ଏପ୍ରିଲ, ୨୦୨୪) appeared first on Dharitri Odia News.