ଓଡ଼ିଶା: ଆଜିର ଫଟୋ ( ୫ ଡିସେମ୍ବର, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଜାତୀୟ ନାଟକ ମହୋତ୍ସବରେ ଲୁ ନାଟ୍ୟସଂସ୍ଥା ପଦ୍ମପୁର କଳାକାରଙ୍କ ଦ୍ୱାରା ନାଟକ, ‘ରଙ୍ଗ ଭୂମି’ର ଦୃଶ୍ୟ ଖୋର୍ଦ୍ଧା ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସକୁ ରାଷ୍ଟ୍ରପତି ଦ୍ରୋପଦୀ ମୂର୍ମୁ ଉଦଘାଟନ କରୁଛନ୍ତି ପରିବାର ଅହେତୁକ ଦର ବୃଦ୍ଧିକୁ ବିରୋଧ କରି ରାଜମହଲ ଛକରେ ଆଳୁ ପିଆଜର ମାଳ କରି ଅଭିନବ ଧାରଣା The post ଓଡ଼ିଶା: ଆଜିର ଫଟୋ ( ୫ ଡିସେମ୍ବର, ୨୦୨୪ ) appeared first on Dharitri Odia News.
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଜାତୀୟ ନାଟକ ମହୋତ୍ସବରେ ଲୁ ନାଟ୍ୟସଂସ୍ଥା ପଦ୍ମପୁର କଳାକାରଙ୍କ ଦ୍ୱାରା ନାଟକ, ‘ରଙ୍ଗ ଭୂମି’ର ଦୃଶ୍ୟ
ଖୋର୍ଦ୍ଧା ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସକୁ ରାଷ୍ଟ୍ରପତି ଦ୍ରୋପଦୀ ମୂର୍ମୁ ଉଦଘାଟନ କରୁଛନ୍ତି
ପରିବାର ଅହେତୁକ ଦର ବୃଦ୍ଧିକୁ ବିରୋଧ କରି ରାଜମହଲ ଛକରେ ଆଳୁ ପିଆଜର ମାଳ କରି ଅଭିନବ ଧାରଣା
The post ଓଡ଼ିଶା: ଆଜିର ଫଟୋ ( ୫ ଡିସେମ୍ବର, ୨୦୨୪ ) appeared first on Dharitri Odia News.