ଓଡ଼ିଶା: ଆଜିର ଫଟୋ (୬ ମେ, ୨୦୨୪)
ଭୁବନେଶ୍ୱର ସ୍ଥିତ ବିଜେଇଏମ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦଘାଟିତ ଭୁବନେଶ୍ୱର ସ୍ଥିତ ରିଜିଅନାଲ ଇନଷ୍ଟିଚ୍ୟୁଟ ଅଫ ଏଜୁକେଶନର ୬୧ତମ ବାର୍ଷିକ ଉତ୍ସବ ପାଳନ ସମାରୋହରେ ଯୋଗ ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ ଓଡ଼ିଶା ଉଜ୍ଜ୍ୱଳା ଦିଦି ସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜି ଠାରେ ଧାରଣା The post ଓଡ଼ିଶା: ଆଜିର ଫଟୋ (୬ ମେ, ୨୦୨୪) appeared first on Dharitri Odia News.
ଭୁବନେଶ୍ୱର ସ୍ଥିତ ବିଜେଇଏମ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦଘାଟିତ
ଭୁବନେଶ୍ୱର ସ୍ଥିତ ରିଜିଅନାଲ ଇନଷ୍ଟିଚ୍ୟୁଟ ଅଫ ଏଜୁକେଶନର ୬୧ତମ ବାର୍ଷିକ ଉତ୍ସବ ପାଳନ ସମାରୋହରେ ଯୋଗ ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ
ଓଡ଼ିଶା ଉଜ୍ଜ୍ୱଳା ଦିଦି ସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜି ଠାରେ ଧାରଣା
The post ଓଡ଼ିଶା: ଆଜିର ଫଟୋ (୬ ମେ, ୨୦୨୪) appeared first on Dharitri Odia News.