ଓଡ଼ିଶା: ଆଜିର ଫଟୋ ( ୮ ଅକ୍ଟୋବର, ୨୦୨୪ )
ଭଞ୍ଜକଳା ମଣ୍ଡପରେ ନୃତ୍ୟ ଶିଖା ଅନୁଷ୍ଠାନ ପକ୍ଷରୁ ସମର୍ପଣରେ କୁନି କୁନି ଶିଶୁମାନେ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜ଼ାର ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ମା ଦୁର୍ଗାଙ୍କ ପ୍ରତିମା ଭୁବନେଶ୍ୱର ବମିଖାଲ ଦୁର୍ଗାପୂଜା ପାଇଁ ନିର୍ମିତ ତୋରଣ କଟକ ତୁଳସୀପୁର ଦୁର୍ଗା ପୂଜା କମିଟି ପକ୍ଷରୁ ନବ ନିର୍ମିତ ଚାନ୍ଦି ମେଢ The post ଓଡ଼ିଶା: ଆଜିର ଫଟୋ ( ୮ ଅକ୍ଟୋବର, ୨୦୨୪ ) appeared first on Dharitri Odia News.
ଭଞ୍ଜକଳା ମଣ୍ଡପରେ ନୃତ୍ୟ ଶିଖା ଅନୁଷ୍ଠାନ ପକ୍ଷରୁ ସମର୍ପଣରେ କୁନି କୁନି ଶିଶୁମାନେ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି

ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜ଼ାର ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ମା ଦୁର୍ଗାଙ୍କ ପ୍ରତିମା
ଭୁବନେଶ୍ୱର ବମିଖାଲ ଦୁର୍ଗାପୂଜା ପାଇଁ ନିର୍ମିତ ତୋରଣ
କଟକ ତୁଳସୀପୁର ଦୁର୍ଗା ପୂଜା କମିଟି ପକ୍ଷରୁ ନବ ନିର୍ମିତ ଚାନ୍ଦି ମେଢ
The post ଓଡ଼ିଶା: ଆଜିର ଫଟୋ ( ୮ ଅକ୍ଟୋବର, ୨୦୨୪ ) appeared first on Dharitri Odia News.