ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧି, କଂଗ୍ରେସ ପାଇଁ ବଲାଙ୍ଗିରରେ କରିବେ ପ୍ରଚାର
ବଲାଙ୍ଗିର(କେନ୍ୟୁଜ୍): ୧୫ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି । ବଲାଙ୍ଗିର ଆସି କଂଗ୍ରେସ ପାଇଁ ପ୍ରଚାର କରିବେ । ରାହୁଲଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର । ବଲାଙ୍ଗିର ଆସନ ବଜାୟ ରଖିବାକୁ କଂଗ୍ରେସ ଜୋରଦାର ପ୍ରୟାସ ଜାରି ରଖିଛି । କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ବାପା ତଥା ବିଧାୟକ ନରସିଂହ ମିଶ୍ରଙ୍କ ଗତ ୧୦ ବର୍ଷର ବିକାଶ ମୂଳକ କାର୍ଯ୍ୟ ନେଇ ପଡ଼ା ପଡ଼ା […] The post ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧି, କଂଗ୍ରେସ ପାଇଁ ବଲାଙ୍ଗିରରେ କରିବେ ପ୍ରଚାର appeared first on KNews Odisha.

ବଲାଙ୍ଗିର(କେନ୍ୟୁଜ୍): ୧୫ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି । ବଲାଙ୍ଗିର ଆସି କଂଗ୍ରେସ ପାଇଁ ପ୍ରଚାର କରିବେ । ରାହୁଲଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର । ବଲାଙ୍ଗିର ଆସନ ବଜାୟ ରଖିବାକୁ କଂଗ୍ରେସ ଜୋରଦାର ପ୍ରୟାସ ଜାରି ରଖିଛି । କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ବାପା ତଥା ବିଧାୟକ ନରସିଂହ ମିଶ୍ରଙ୍କ ଗତ ୧୦ ବର୍ଷର ବିକାଶ ମୂଳକ କାର୍ଯ୍ୟ ନେଇ ପଡ଼ା ପଡ଼ା ଗଳିଗଳିରେ ଜନସାଧାରଣ ଙ୍କ ପାଖକୁ ଯାଉଛନ୍ତି । ବଲାଙ୍ଗିରକୁ ବିଜେପି ଓ ବିଜେଡିର ତୁଙ୍ଗ ନେତୃବୃନ୍ଦ ପ୍ରଚାର ପାଇଁ ଆସିସାରିଥିବା ବେଳେ ଆସନ୍ତା ୧୫ ତାରିଖ ରେ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରିବେ ଆସୁଛନ୍ତି ରାହୁଲ ଗାନ୍ଧୀ ।
The post ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧି, କଂଗ୍ରେସ ପାଇଁ ବଲାଙ୍ଗିରରେ କରିବେ ପ୍ରଚାର appeared first on KNews Odisha.