ଓଡ଼ିଶା ବିଧାନସଭା ରେଜଲ୍ଟ : ଭୁବନେଶ୍ବର(ଉତ୍ତର)ରୁ ସୁଶାନ୍ତ ରାଉତ ଓ ନୟାଗଡ଼ରୁ ଅରୁଣ ସାହୁ ବିଜୟୀ

ଭୁବନେଶ୍ବର: ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଓଡ଼ିଶାରେ ଉଭୟ ଲୋକସଭା ଓ ରାଜ୍ୟସଭା ଭୋଟ ଗଣତି ଚାଲିଛି । ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବର(ଉତ୍ତର) ବିଧାନସଭା ଆସନରେ ବିଜେଡି ବିଜୟୀ । ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ବିଜୟୀ ହୋଇଛନ୍ତି। ନୟାଗଡ଼ ବିଧାନସଭାରେ ବିଜେଡି ବିଜୟୀ ବିଜେଡିର ଅରୁଣ ସାହୁ ୩୯୬ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସେହିପରି ରେଢାଖୋଲରୁ ବିଜେଡି ପ୍ରାର୍ଥୀ ପ୍ରଶନ୍ନ ଆଚାର୍ଯ୍ୟ ବିଜୟୀ ହୋଇଛନ୍ତି।

ଓଡ଼ିଶା ବିଧାନସଭା ରେଜଲ୍ଟ : ଭୁବନେଶ୍ବର(ଉତ୍ତର)ରୁ ସୁଶାନ୍ତ ରାଉତ ଓ ନୟାଗଡ଼ରୁ ଅରୁଣ ସାହୁ ବିଜୟୀ
north nayagarh

ଭୁବନେଶ୍ବର: ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଓଡ଼ିଶାରେ ଉଭୟ ଲୋକସଭା ଓ ରାଜ୍ୟସଭା ଭୋଟ ଗଣତି ଚାଲିଛି ।

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବର(ଉତ୍ତର) ବିଧାନସଭା ଆସନରେ ବିଜେଡି ବିଜୟୀ । ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ବିଜୟୀ ହୋଇଛନ୍ତି। ନୟାଗଡ଼ ବିଧାନସଭାରେ ବିଜେଡି ବିଜୟୀ ବିଜେଡିର ଅରୁଣ ସାହୁ ୩୯୬ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସେହିପରି ରେଢାଖୋଲରୁ ବିଜେଡି ପ୍ରାର୍ଥୀ ପ୍ରଶନ୍ନ ଆଚାର୍ଯ୍ୟ ବିଜୟୀ ହୋଇଛନ୍ତି।