ବିନା ପରମିଟ୍‌ରେ ଫ୍ଲାଏ ଆସ ଚାଲାଣ: ୨୩ ଟ୍ରକ ଜବତ

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): ବେଆଇନ ଅଳିଆ ନିଷ୍କାସନ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଥେଲକୋଲୋଇ ପୋଲିସ। ଥେଲକୋଲୋଇ ନିକଟରେ ଫ୍ଲାଏ ଆସ ବୋଝେଇ ୨୩ଟି ବେଆଇନ ହାଇଓ୍ବା ଟ୍ରକଗୁଡିକୁ ଜବତ କରିଛି। ବୈଧ ପରିବହନ କିମ୍ବା ଡମ୍ପିଂ ପରମିଟ ବିନା ଝାରସୁଗୁଡାରୁ ଆସୁଥିବା ଯାନଗୁଡ଼ିକ ଥେଲକୋଲୋଇ ସରକାରୀ ହାଇସ୍କୁଲ ନିକଟରେ ବେଆଇନ ଭାବରେ ଫ୍ଲାଏ ଆସ ନିଷ୍କାସନ କରିବାକୁ ଚେଷ୍ଟା କରୁଥିବା ସମୟରେ ଅଟକାଯାଇଥିଲା। ଏହି ଘଟଣାର ଅଧିକ ଯାଞ୍ଚ ଜାରି ରହିଛି। The post ବିନା ପରମିଟ୍‌ରେ ଫ୍ଲାଏ ଆସ ଚାଲାଣ: ୨୩ ଟ୍ରକ ଜବତ appeared first on Dharitri Odia News.

ବିନା ପରମିଟ୍‌ରେ ଫ୍ଲାଏ ଆସ ଚାଲାଣ: ୨୩ ଟ୍ରକ ଜବତ

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): ବେଆଇନ ଅଳିଆ ନିଷ୍କାସନ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଥେଲକୋଲୋଇ ପୋଲିସ। ଥେଲକୋଲୋଇ ନିକଟରେ ଫ୍ଲାଏ ଆସ ବୋଝେଇ ୨୩ଟି ବେଆଇନ ହାଇଓ୍ବା ଟ୍ରକଗୁଡିକୁ ଜବତ କରିଛି। ବୈଧ ପରିବହନ କିମ୍ବା ଡମ୍ପିଂ ପରମିଟ ବିନା ଝାରସୁଗୁଡାରୁ ଆସୁଥିବା ଯାନଗୁଡ଼ିକ ଥେଲକୋଲୋଇ ସରକାରୀ ହାଇସ୍କୁଲ ନିକଟରେ ବେଆଇନ ଭାବରେ ଫ୍ଲାଏ ଆସ ନିଷ୍କାସନ କରିବାକୁ ଚେଷ୍ଟା କରୁଥିବା ସମୟରେ ଅଟକାଯାଇଥିଲା। ଏହି ଘଟଣାର ଅଧିକ ଯାଞ୍ଚ ଜାରି ରହିଛି।

The post ବିନା ପରମିଟ୍‌ରେ ଫ୍ଲାଏ ଆସ ଚାଲାଣ: ୨୩ ଟ୍ରକ ଜବତ appeared first on Dharitri Odia News.