ଓଡ଼ିଶା ବିଧାନସଭା ରେଜଲ୍ଟ : ରାଉରକେଲାରେ ସାରଦା ଓ ପୁରୀରୁ ସୁନୀଲ ମହାନ୍ତି ବିଜୟୀ
ଭୁବନେଶ୍ବର: ରାଉରକେଲା ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଛି। ବିଜେଡି ପ୍ରାର୍ଥୀ ସାରଦା ନାୟକ ବିଜୟୀ ହୋଇଛନ୍ତି। ପୁରୀ ବିଧାନସଭା ଆସନରେ ମଧ୍ୟ ବିଜେଡି ବିଜୟୀ ହୋଇଛି। ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ବିଜୟୀ ହୋଇଛନ୍ତି। ସେହିପରି ଖଡିଆଳ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ବିଜୟୀ ହୋଇଛନ୍ତି।