ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ ଗେଟ୍
ସମ୍ବଲପୁର: ବଢୁଛି ହୀରାକୁଦ ଜଭଣ୍ଡାରର ଜଳସ୍ତର। ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛ। ଫଳରେ ଆଜି ପୁଣି ୨ ଟି ଗେଟ୍ ଖୋଲିଛନ୍ତି ହୀରାକୁଦ ଡ଼୍ୟାମ କର୍ତ୍ତୃପକ୍ଷ । ତେବେ ମୋଟ ୪ ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଚାଲିଛି। ବାମପଟର ୩ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଥିବାବେଳେ ଡାହଣ ପାର୍ଶ୍ବର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି […]

ସମ୍ବଲପୁର: ବଢୁଛି ହୀରାକୁଦ ଜଭଣ୍ଡାରର ଜଳସ୍ତର। ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛ। ଫଳରେ ଆଜି ପୁଣି ୨ ଟି ଗେଟ୍ ଖୋଲିଛନ୍ତି ହୀରାକୁଦ ଡ଼୍ୟାମ କର୍ତ୍ତୃପକ୍ଷ । ତେବେ ମୋଟ ୪ ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଚାଲିଛି। ବାମପଟର ୩ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଥିବାବେଳେ ଡାହଣ ପାର୍ଶ୍ବର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୭୧ ହଜାର ୩୪୩ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି।