ଓଡ଼ିଶାର ୨୫୦ରୁ ଅଧିକ ସହର, ଗ୍ରାମାଞ୍ଚଳ ଉପଲବ୍ଧ ଜିଓ ଏୟାରଫାଇବର, ପାଲଟିଛି ଡିଜିଟାଲ ଲାଇଫଲାଇନ

ଭୁବନେଶ୍ୱର: ରିଲାଏନ୍ସ ଜିଓର ବିଶ୍ୱ ସ୍ତରୀୟ ଗୃହ ମନୋରଂଜନ, ସ୍ମାର୍ଟ ହୋମ ସେବା ଓ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡର ସମନ୍ୱିତ ଏଣ୍ଡ-ଟୁ-ଏଣ୍ଡ ସମାଧାନ ଜିଓ ଏୟାରଫାଇବର ସେବା ସାରା ଓଡ଼ିଶାରେ ବେଶ୍‌ ଆଦୃତି ଲାଭ କରିବା ସହିତ ଗ୍ରାମାଞ୍ଚଳ ଏବଂ ଶେଷ ମାଇଲ ସଂଯୋଗର ଆହ୍ୱାନ ରହିଥିବା ଅଂଚଳରେ ହାଇସ୍ପିଡ଼ ଡିଜିଟାଲ ଲାଇଫଲାଇନ ପାଲଟିଛି । ଜିଓ ଏୟାରଫାଇବର ଏବେ ଓଡ଼ିଶାର ୨୫୦ରୁ ଅଧିକ ସହର, ଉପକଣ୍ଠ ଅଂଚଳ ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକରେ ଉପଲବ୍ଧ ହୋଇଛି । ଘର କିମ୍ବା ପରିସର ପର‌୍ୟ୍ୟନ୍ତ ଅପ୍ଟିକାଲ ଫାଇବର ପହଞ୍ଚାଇବାରେ ରହିଥିବା ଥିବା ଜଟିଳତା ଓ ବିଳମ୍ବ ପାଇଁ ହୋମ ବ୍ରଡବ୍ୟାଣ୍ଡରୁ ଏବେ ଯାଏଁ ବଞ୍ଚିତ ରହିଥିବା ଅନେକ ଗ୍ରାହକଙ୍କ ଡିଜିଟାଲ ଜୀବନରେଖା ଭାବରେ ଜିଓଏୟାରଫାଇବର ପକ୍ଷରୁ ଏହିଭଳି ପରିସରଗୁଡ଼ିକୁ ସଂଯୋଗ ପ୍ରଦାନ କରିବା କାର‌୍ୟ୍ୟ ତ୍ୱରାନ୍ୱିତ କରାଯାଇଛି । ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବ‍ର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‌‌‌‍ ସୁବିଧା ସହିତ ସଂଯୁକ୍ତ କରୁଛି ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା ।ଘରୁ କାମ କରୁଥିବା ଆଇଟି ପ୍ରଫେସନାଲଙ୍କ ଠାରୁ ଆରମ୍ଭ କରି ଛ

ଓଡ଼ିଶାର ୨୫୦ରୁ ଅଧିକ ସହର, ଗ୍ରାମାଞ୍ଚଳ ଉପଲବ୍ଧ ଜିଓ ଏୟାରଫାଇବର, ପାଲଟିଛି ଡିଜିଟାଲ ଲାଇଫଲାଇନ

ଭୁବନେଶ୍ୱର: ରିଲାଏନ୍ସ ଜିଓର ବିଶ୍ୱ ସ୍ତରୀୟ ଗୃହ ମନୋରଂଜନ, ସ୍ମାର୍ଟ ହୋମ ସେବା ଓ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡର ସମନ୍ୱିତ ଏଣ୍ଡ-ଟୁ-ଏଣ୍ଡ ସମାଧାନ ଜିଓ ଏୟାରଫାଇବର ସେବା ସାରା ଓଡ଼ିଶାରେ ବେଶ୍‌ ଆଦୃତି ଲାଭ କରିବା ସହିତ ଗ୍ରାମାଞ୍ଚଳ ଏବଂ ଶେଷ ମାଇଲ ସଂଯୋଗର ଆହ୍ୱାନ ରହିଥିବା ଅଂଚଳରେ ହାଇସ୍ପିଡ଼ ଡିଜିଟାଲ ଲାଇଫଲାଇନ ପାଲଟିଛି ।

 ଜିଓ ଏୟାରଫାଇବର ଏବେ ଓଡ଼ିଶାର ୨୫୦ରୁ ଅଧିକ ସହର, ଉପକଣ୍ଠ ଅଂଚଳ ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକରେ ଉପଲବ୍ଧ ହୋଇଛି । ଘର କିମ୍ବା ପରିସର ପର‌୍ୟ୍ୟନ୍ତ ଅପ୍ଟିକାଲ ଫାଇବର ପହଞ୍ଚାଇବାରେ ରହିଥିବା ଥିବା ଜଟିଳତା ଓ ବିଳମ୍ବ ପାଇଁ ହୋମ ବ୍ରଡବ୍ୟାଣ୍ଡରୁ ଏବେ ଯାଏଁ ବଞ୍ଚିତ ରହିଥିବା ଅନେକ ଗ୍ରାହକଙ୍କ ଡିଜିଟାଲ ଜୀବନରେଖା ଭାବରେ ଜିଓଏୟାରଫାଇବର ପକ୍ଷରୁ ଏହିଭଳି ପରିସରଗୁଡ଼ିକୁ ସଂଯୋଗ ପ୍ରଦାନ କରିବା କାର‌୍ୟ୍ୟ ତ୍ୱରାନ୍ୱିତ କରାଯାଇଛି । 

ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବ‍ର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‌‌‌‍ ସୁବିଧା ସହିତ ସଂଯୁକ୍ତ କରୁଛି ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା ।

ଘରୁ କାମ କରୁଥିବା ଆଇଟି ପ୍ରଫେସନାଲଙ୍କ ଠାରୁ ଆରମ୍ଭ କରି ଛୋଟ ବଡ ଉଦ୍ୟୋଗ, ହୋଟେଲ ଓ ରେସ୍ତୋରାଁ, ଡିଜିଟାଲ ଷ୍ଟୁଡିଓ, ଶିକ୍ଷାନୁଷ୍ଠାନ, କ୍ଷୁଦ୍ର ବ୍ୟବସାୟ ଓ ବ୍ୟକ୍ତିଗତ ପରିବାର ପର‌୍ୟ୍ୟନ୍ତ ଜିଓଏୟାରଫାଇବର ଓଡ଼ିଶାର ୨୫୦ ରୁ ଅଧିକ ଛୋଟ ବଡ଼ ସହର ଏବଂ ବିସ୍ତୃତ ଗ୍ରାମାଞ୍ଚଳରେ ସର୍ବାଧିକ ପସନ୍ଦ ଓ ଭରସାଯୋଗ୍ୟ ହାଇସ୍ପିଡ୍ ହୋମ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ପାଲଟିଛି ।