ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବରଗଡ ଓ ଅତାବିରାର ନବ ନିର୍ବାଚିତ ବିଧାୟକ
ବରଗଡ ୭।୬: ଧାନ ବିକ୍ରି ସହ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ନବ ନିର୍ବାଚିତ ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ଓ ଅତାବିରା ବିଧାୟକ ନିହାର ରଞ୍ଜନ ମହନନ୍ଦ । ବିଭିନ୍ନ ମାର୍କେଟ ୟାର୍ଡ ମାନଙ୍କରେ ପଡିରହିଥିବା ଧାନକୁ ଉଠାଯାଉନଥିବାରୁ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଉଭୟ ବିଧାୟକ ମଣ୍ଡିରେ ଦଲାଲି ବନ୍ଦ ହେଉ, ଧାନର କଟନୀ ଛଟନି ବନ୍ଦ ହେଉ, ସମସ୍ତ ଧାନ ସିଧାସଳଖ ମିଲକୁ ନଯାଇ ମଣ୍ଡି ଜରିଆରେ ଯାଉ, ଯେଉଁ ମାନଙ୍କ ଧାନ ବିକ୍ରି ସରିଯାଇଛି ଅଥଚ ଟାଇମ ସରି ଆସୁଛି ତାଙ୍କୁ ଅଧିକା ସମୟ ଦିଆଯାଉ, ମିଲରଙ୍କ ଟାର୍ଗେଟ ବଢାଯାଉ, ଜିରୋ କଟିଂ ମଣ୍ଡିରୁ ଧାନ ଉଠାଉ ନାହାନ୍ତି ମିଲର, ମିଲ ମାନଙ୍କୁ ସରପ୍ରାଇଜ ଭିଜିଟ କରି ବିନା ସ୍ଲିପରେ ଆସିଥିବା ଟ୍ରକ ଓ ମିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଆଲୋଚନା କରିଛନ୍ତି ।You Can Read :କଂଗ୍ରେସରୁ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ବହିଷ୍କୃତ, ୬ ବର୍ଷ ପାଇଁ ବିଦା କଲା ଦଳ
ବରଗଡ ୭।୬: ଧାନ ବିକ୍ରି ସହ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ନବ ନିର୍ବାଚିତ ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ଓ ଅତାବିରା ବିଧାୟକ ନିହାର ରଞ୍ଜନ ମହନନ୍ଦ । ବିଭିନ୍ନ ମାର୍କେଟ ୟାର୍ଡ ମାନଙ୍କରେ ପଡିରହିଥିବା ଧାନକୁ ଉଠାଯାଉନଥିବାରୁ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଉଭୟ ବିଧାୟକ ମଣ୍ଡିରେ ଦଲାଲି ବନ୍ଦ ହେଉ, ଧାନର କଟନୀ ଛଟନି ବନ୍ଦ ହେଉ, ସମସ୍ତ ଧାନ ସିଧାସଳଖ ମିଲକୁ ନଯାଇ ମଣ୍ଡି ଜରିଆରେ ଯାଉ, ଯେଉଁ ମାନଙ୍କ ଧାନ ବିକ୍ରି ସରିଯାଇଛି ଅଥଚ ଟାଇମ ସରି ଆସୁଛି ତାଙ୍କୁ ଅଧିକା ସମୟ ଦିଆଯାଉ, ମିଲରଙ୍କ ଟାର୍ଗେଟ ବଢାଯାଉ, ଜିରୋ କଟିଂ ମଣ୍ଡିରୁ ଧାନ ଉଠାଉ ନାହାନ୍ତି ମିଲର, ମିଲ ମାନଙ୍କୁ ସରପ୍ରାଇଜ ଭିଜିଟ କରି ବିନା ସ୍ଲିପରେ ଆସିଥିବା ଟ୍ରକ ଓ ମିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଆଲୋଚନା କରିଛନ୍ତି ।
You Can Read :
କଂଗ୍ରେସରୁ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ବହିଷ୍କୃତ, ୬ ବର୍ଷ ପାଇଁ ବିଦା କଲା ଦଳ