କଂଗ୍ରେସ-ବିଜେଡି ମେଣ୍ଟ ପ୍ରସଙ୍ଗ, ସ୍ପଷ୍ଟୀକରଣ ରଖିଲେ ଦେବାଶିଷ

କଟକ ୨୨/୯: କୁଜଙ୍ଗ ସଭାରେ ବିସ୍ଫୋରକ ବୟାନ ପରେ ସ୍ପଷ୍ଟୀକରଣ ରଖିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । କହିଲେ ଏହା ମୋର ବ୍ୟକ୍ତିଗତ ମତ । ରାଜନୀତିରେ ସବୁ ସମ୍ଭବ । ତେବେ ମେଣ୍ଟ ହେବ କି ନାହିଁ ସେ ନିଷ୍ପତ୍ତି ନବୀନ ପଟ୍ଟନାୟକ ନେବେ ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ ।  