କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ଇଡି

ଚଣ୍ଡିଗଡ,୨୦।୭: ହରିୟାଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତଦନ୍ତକାରୀ ସଂସ୍ଥା ଶନିବାର ସୋନିପତରୁ କଂଗ୍ରେସ ବିଧାୟକ ଥିବା ସୁରେନ୍ଦ୍ର ପାନୱାରଙ୍କୁ ଗିରଫ କରିଛି। ସୂଚନାନୁସାରେ, ବେଆଇନ ଖଣି ମାମଲାରେ ପାନୱାରଙ୍କୁ ଇଡି ଗିରଫ କରିଥିବା ଜଣାପଡିଛି। ନିକଟରେ ବେଆଇନ ଖଣି ସମ୍ପର୍କିତ ଏକ ମାମଲାରେ ଇଡି ଟିମ ଯମୁନାନଗରର ବିଧାୟକ ସୁରେନ୍ଦ୍ର ପାନୱାର ଏବଂ ପୂର୍ବତନ ବିଧାୟକ ଦିଲବାଗ ସିଂଙ୍କ ଘରେ ଚଢାଉ କରିଥିଲା। ସେଠାରୁ ଇଡି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଥିଲା।ଯାହା ପରେ ଏବେ […] The post କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ଇଡି appeared first on Dharitri Odia News.

କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ଇଡି

ଚଣ୍ଡିଗଡ,୨୦।୭: ହରିୟାଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତଦନ୍ତକାରୀ ସଂସ୍ଥା ଶନିବାର ସୋନିପତରୁ କଂଗ୍ରେସ ବିଧାୟକ ଥିବା ସୁରେନ୍ଦ୍ର ପାନୱାରଙ୍କୁ ଗିରଫ କରିଛି। ସୂଚନାନୁସାରେ, ବେଆଇନ ଖଣି ମାମଲାରେ ପାନୱାରଙ୍କୁ ଇଡି ଗିରଫ କରିଥିବା ଜଣାପଡିଛି।

ନିକଟରେ ବେଆଇନ ଖଣି ସମ୍ପର୍କିତ ଏକ ମାମଲାରେ ଇଡି ଟିମ ଯମୁନାନଗରର ବିଧାୟକ ସୁରେନ୍ଦ୍ର ପାନୱାର ଏବଂ ପୂର୍ବତନ ବିଧାୟକ ଦିଲବାଗ ସିଂଙ୍କ ଘରେ ଚଢାଉ କରିଥିଲା। ସେଠାରୁ ଇଡି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଥିଲା।ଯାହା ପରେ ଏବେ ସୁରେନ୍ଦ୍ର ପାନୱାରଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି।

The post କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ଇଡି appeared first on Dharitri Odia News.