କଂଗ୍ରେସକୁ ବଡ଼ ଝଟ୍‌କା, ଇସ୍ତଫା ଦେଲେ…

ଚଣ୍ଡିଗଡ଼,୧୮।୬: ହରିୟାଣା କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ଝିଅଙ୍କୁ ଟିକେଟ ମିଳିଲା ନାହିଁ ବୋଲି ଦଳ ଛାଡ଼ି ଭାଜପାରେ ସାମିଲ ହେବାକୁ ଯାଉଛନ୍ତି ବରିଷ୍ଠ ନେତ୍ରୀ କିରଣ ଚୌଧୁରୀ। ସେ ଲୋକ ସଭା ନିର୍ବାଚନରେ ଭିବାନୀ-ମହେନ୍ଦ୍ରଗଡ଼ ଆସନରୁ ଝିଅ ତଥା ପୂର୍ବ କଂଗ୍ରେସ ଏମ୍‌ପି ଶ୍ରୁତି ଚୌଧୁରୀଙ୍କ ପାଇଁ ଟିକେଟ ମାଗିଥିଲେ, ଯାହାକି ତାଙ୍କୁ ମିଳି ନ ଥିଲା। ଏପରିକି ଶେଷ ହୋଇଥିବା ନିର୍ବାଚନରେ ମଧ୍ୟ ଦଳ ଏହି ଆସନରୁ ପରାଜିତ ହେବା ପରେ କିରଣଙ୍କ ଉପରେ […] The post କଂଗ୍ରେସକୁ ବଡ଼ ଝଟ୍‌କା, ଇସ୍ତଫା ଦେଲେ… appeared first on Dharitri Odia News.

କଂଗ୍ରେସକୁ ବଡ଼ ଝଟ୍‌କା, ଇସ୍ତଫା ଦେଲେ…

ଚଣ୍ଡିଗଡ଼,୧୮।୬: ହରିୟାଣା କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ଝିଅଙ୍କୁ ଟିକେଟ ମିଳିଲା ନାହିଁ ବୋଲି ଦଳ ଛାଡ଼ି ଭାଜପାରେ ସାମିଲ ହେବାକୁ ଯାଉଛନ୍ତି ବରିଷ୍ଠ ନେତ୍ରୀ କିରଣ ଚୌଧୁରୀ। ସେ ଲୋକ ସଭା ନିର୍ବାଚନରେ ଭିବାନୀ-ମହେନ୍ଦ୍ରଗଡ଼ ଆସନରୁ ଝିଅ ତଥା ପୂର୍ବ କଂଗ୍ରେସ ଏମ୍‌ପି ଶ୍ରୁତି ଚୌଧୁରୀଙ୍କ ପାଇଁ ଟିକେଟ ମାଗିଥିଲେ, ଯାହାକି ତାଙ୍କୁ ମିଳି ନ ଥିଲା। ଏପରିକି ଶେଷ ହୋଇଥିବା ନିର୍ବାଚନରେ ମଧ୍ୟ ଦଳ ଏହି ଆସନରୁ ପରାଜିତ ହେବା ପରେ କିରଣଙ୍କ ଉପରେ ଅଭିଯୋଗ କରାଯାଉଥିବା ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

The post କଂଗ୍ରେସକୁ ବଡ଼ ଝଟ୍‌କା, ଇସ୍ତଫା ଦେଲେ… appeared first on Dharitri Odia News.