କଂଗ୍ରେସକୁ ବଡ଼ ଝଟ୍‌କା: ଦଳ ଛାଡିଲେ ସାଧାରଣ ସମ୍ପାଦକ

ପୁଣେ,୧୬।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି ଏବଂ ଏଥି ସହ ଦଳ ପରିବର୍ତ୍ତନ ନେତାଙ୍କ ପର୍ଯ୍ୟାୟ ମଧ୍ୟ ଆରମ୍ଭ ହୋଇଛି। ନିର୍ବାଚନ ଘୋଷଣାର ପରଦିନ ଅର୍ଥାତ୍‌ ବୁଧବାର, କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଜାଭେଦ ଶ୍ରଫ ଦଳ ଛାଡି ଅଜିତ ପାୱାରଙ୍କ ଏନ୍‌ସିପିରେ ଯୋଗ ଦେଇଛନ୍ତି। ଫଳରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଏନସିପି ରାଜ୍ୟ ମୁଖ୍ୟ ସୁନୀଲ ଟାଟକେରଙ୍କ ଉପସ୍ଥିତିରେ ଜାଭେଦ ଶ୍ରଫ ଏନସିପିରେ […] The post କଂଗ୍ରେସକୁ ବଡ଼ ଝଟ୍‌କା: ଦଳ ଛାଡିଲେ ସାଧାରଣ ସମ୍ପାଦକ appeared first on Dharitri Odia News.

କଂଗ୍ରେସକୁ ବଡ଼ ଝଟ୍‌କା: ଦଳ ଛାଡିଲେ ସାଧାରଣ ସମ୍ପାଦକ

ପୁଣେ,୧୬।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି ଏବଂ ଏଥି ସହ ଦଳ ପରିବର୍ତ୍ତନ ନେତାଙ୍କ ପର୍ଯ୍ୟାୟ ମଧ୍ୟ ଆରମ୍ଭ ହୋଇଛି। ନିର୍ବାଚନ ଘୋଷଣାର ପରଦିନ ଅର୍ଥାତ୍‌ ବୁଧବାର, କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଜାଭେଦ ଶ୍ରଫ ଦଳ ଛାଡି ଅଜିତ ପାୱାରଙ୍କ ଏନ୍‌ସିପିରେ ଯୋଗ ଦେଇଛନ୍ତି। ଫଳରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଏନସିପି ରାଜ୍ୟ ମୁଖ୍ୟ ସୁନୀଲ ଟାଟକେରଙ୍କ ଉପସ୍ଥିତିରେ ଜାଭେଦ ଶ୍ରଫ ଏନସିପିରେ ଯୋଗ ଦେଇଥିଲେ।

The post କଂଗ୍ରେସକୁ ବଡ଼ ଝଟ୍‌କା: ଦଳ ଛାଡିଲେ ସାଧାରଣ ସମ୍ପାଦକ appeared first on Dharitri Odia News.