କଂଗ୍ରେସର ଦେଲା ନୂଆ ସ୍ଲୋଗାନ୍‌… ‘ହାଥ୍‌ ବଦ୍‌ଲେଗା ହାଲାତ୍‌’

ନୂଆଦିଲ୍ଲୀ,୧୫।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ନୂଆ ସ୍ଲୋଗାନ ଦେଇଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବାର ଠିକ୍‌ ପୂର୍ବରୁ କଂଗ୍ରେସ ‘ହାଥ୍‌ ବଦ୍‌ଲେଗା ହାଲାତ୍‌’ ଅର୍ଥାତ ଦେଶର ସ୍ଥିତି ବଦଳାଇବାକୁ ସ୍ଲୋଗାନ ଦେଇଛି। କହିରଖୁଛୁ, କେନ୍ଦ୍ରର ମୋଦି ସରକାରଙ୍କ ନେତୃତ୍ୱରେ ଦେଶ ଅନେକ କ୍ଷେତ୍ରରେ ପଛୁଆ ବୋଲି କଂଗ୍ରେସ ଅଭିଯୋଗ କରିଆସୁଛି। ଦେଶରେ ଧର୍ମ ଏବଂ ଜାତିର ରାଜନୀତି ବୃଦ୍ଧି ପାଇବା ସହ ଭାଜପା ଘୃଣାର ରାଜନୀତି କରୁଥିବା ରାହୁଲ ଗାନ୍ଧୀ ଅଭିଯେଗ କରିଛନ୍ତି। The post କଂଗ୍ରେସର ଦେଲା ନୂଆ ସ୍ଲୋଗାନ୍‌… ‘ହାଥ୍‌ ବଦ୍‌ଲେଗା ହାଲାତ୍‌’ appeared first on Dharitri Odia News.

କଂଗ୍ରେସର ଦେଲା ନୂଆ ସ୍ଲୋଗାନ୍‌… ‘ହାଥ୍‌ ବଦ୍‌ଲେଗା ହାଲାତ୍‌’

ନୂଆଦିଲ୍ଲୀ,୧୫।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ନୂଆ ସ୍ଲୋଗାନ ଦେଇଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବାର ଠିକ୍‌ ପୂର୍ବରୁ କଂଗ୍ରେସ ‘ହାଥ୍‌ ବଦ୍‌ଲେଗା ହାଲାତ୍‌’ ଅର୍ଥାତ ଦେଶର ସ୍ଥିତି ବଦଳାଇବାକୁ ସ୍ଲୋଗାନ ଦେଇଛି।

କହିରଖୁଛୁ, କେନ୍ଦ୍ରର ମୋଦି ସରକାରଙ୍କ ନେତୃତ୍ୱରେ ଦେଶ ଅନେକ କ୍ଷେତ୍ରରେ ପଛୁଆ ବୋଲି କଂଗ୍ରେସ ଅଭିଯୋଗ କରିଆସୁଛି। ଦେଶରେ ଧର୍ମ ଏବଂ ଜାତିର ରାଜନୀତି ବୃଦ୍ଧି ପାଇବା ସହ ଭାଜପା ଘୃଣାର ରାଜନୀତି କରୁଥିବା ରାହୁଲ ଗାନ୍ଧୀ ଅଭିଯେଗ କରିଛନ୍ତି।

The post କଂଗ୍ରେସର ଦେଲା ନୂଆ ସ୍ଲୋଗାନ୍‌… ‘ହାଥ୍‌ ବଦ୍‌ଲେଗା ହାଲାତ୍‌’ appeared first on Dharitri Odia News.