କଟକ ଉପକଣ୍ଠରେ ଥିବା ନିର୍ମାଣାଧୀନ ଗ୍ରାଣ୍ଡ ଆୱାସ ପ୍ରକଳ୍ପକୁ ନେଇ କୌଣସି ସମସ୍ୟା ନାହିଁ : ପ୍ରୋଜେକ୍ଟ ଅଧ୍ୟକ୍ଷ

କଟକ 30/ : କଟକ ଉପକଣ୍ଠରେ ଥିବା ନିର୍ମାଣାଧୀନ ଗ୍ରାଣ୍ଡ ଆୱାସ ପ୍ରକଳ୍ପକୁ ନେଇ କୌଣସି ସମସ୍ୟା ନାହିଁ। ଏହି ବିଶାଳ ରେସିଡେନ୍ସିଆଲ ଏବଂ କମରସିଆଲ ପ୍ରୋଜେକ୍ଟକୁ ବଦନାମ କରିବାକୁ ଏକ ପ୍ରକାର ଚକ୍ରାନ୍ତ କରାଯାଇଛି।  କିନ୍ତୁ ସବୁ କିଛି ସ୍ଵଛତାର ସହିତ ହୋଇଛି।   ଏହାର ଭବିଷ୍ୟତକୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିବା ଉଚିତ ନୁହେଁ ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ପ୍ରୋଜେକ୍ଟ ଅଧ୍ୟକ୍ଷ। ପ୍ରାୟ 27 ଏକର ସ୍ଥାନରେ ନିର୍ମିତ ହୋଇଥିବା ଏହି ବିଶାଳ ପ୍ରୋଜେକ୍ଟ ହେଉଛି ରାଜ୍ୟର ସର୍ବ ବୃହତ କାନଷ୍ଟ୍ରକ୍ସନ। ଅତୀତରେ ଏହାର କମନ ସ୍ପେସକୁ ନେଇ କିଛିଟା ବିବାଦ ଥିଲା, କିନ୍ତୁ ସରକାରୀ ନିୟମ ମୁତାବକ ସମସ୍ତ କାମ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କିନ୍ତୁ କିଛି ବ୍ୟକ୍ତି ଏହି ମେଗା ପ୍ରୋଜେକ୍ଟକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ କମ୍ପାନୀ ସ୍ଵଛତାର ଗ୍ୟାରେଣ୍ଟି ଦେଉଛି ବୋଲି  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ ଭାୂେ କୁହାଯାଇଛି।Also Read-ରାଜ୍ୟରେ ଶୀତ ଉଭାନ, ବଢିଲା ଦିନ ସହ ରାତି ତାପମାତ୍ରା : ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି

କଟକ ଉପକଣ୍ଠରେ ଥିବା ନିର୍ମାଣାଧୀନ ଗ୍ରାଣ୍ଡ ଆୱାସ ପ୍ରକଳ୍ପକୁ ନେଇ କୌଣସି ସମସ୍ୟା ନାହିଁ : ପ୍ରୋଜେକ୍ଟ ଅଧ୍ୟକ୍ଷ

କଟକ 30/ : କଟକ ଉପକଣ୍ଠରେ ଥିବା ନିର୍ମାଣାଧୀନ ଗ୍ରାଣ୍ଡ ଆୱାସ ପ୍ରକଳ୍ପକୁ ନେଇ କୌଣସି ସମସ୍ୟା ନାହିଁ। ଏହି ବିଶାଳ ରେସିଡେନ୍ସିଆଲ ଏବଂ କମରସିଆଲ ପ୍ରୋଜେକ୍ଟକୁ ବଦନାମ କରିବାକୁ ଏକ ପ୍ରକାର ଚକ୍ରାନ୍ତ କରାଯାଇଛି।  କିନ୍ତୁ ସବୁ କିଛି ସ୍ଵଛତାର ସହିତ ହୋଇଛି।   ଏହାର ଭବିଷ୍ୟତକୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିବା ଉଚିତ ନୁହେଁ ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ପ୍ରୋଜେକ୍ଟ ଅଧ୍ୟକ୍ଷ। 

ପ୍ରାୟ 27 ଏକର ସ୍ଥାନରେ ନିର୍ମିତ ହୋଇଥିବା ଏହି ବିଶାଳ ପ୍ରୋଜେକ୍ଟ ହେଉଛି ରାଜ୍ୟର ସର୍ବ ବୃହତ କାନଷ୍ଟ୍ରକ୍ସନ। ଅତୀତରେ ଏହାର କମନ ସ୍ପେସକୁ ନେଇ କିଛିଟା ବିବାଦ ଥିଲା, କିନ୍ତୁ ସରକାରୀ ନିୟମ ମୁତାବକ ସମସ୍ତ କାମ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କିନ୍ତୁ କିଛି ବ୍ୟକ୍ତି ଏହି ମେଗା ପ୍ରୋଜେକ୍ଟକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ କମ୍ପାନୀ ସ୍ଵଛତାର ଗ୍ୟାରେଣ୍ଟି ଦେଉଛି ବୋଲି  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ ଭାୂେ କୁହାଯାଇଛି।

Also Read-

ରାଜ୍ୟରେ ଶୀତ ଉଭାନ, ବଢିଲା ଦିନ ସହ ରାତି ତାପମାତ୍ରା : ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି