କଟକ ନୟାସଡକରେ ଫେଡେରାଲ ବ୍ୟାଙ୍କର ନୂଆ ଶାଖାର ଶୁଭାରମ୍ଭ
କଟକ ୧୭।୧୨: କଟକ ନୟାସଡକରେ ଫେଡେରାଲ ବ୍ୟାଙ୍କ ତାର ନୂଆ ଶାଖାର ଶୁଭାରମ୍ଭ କରିଛି । କଟକରେ ଏହା ହେଉଛି ଫେଡେରାଲ ବ୍ୟାଙ୍କର ଦ୍ବିତୀୟ ଶାଖା । ବାରବାଟୀ କଟକ ବିଧାୟିକା ଓ ଜିଲ୍ଲା ଜଜ୍ ବୈଶମପାୟନ କର ଏହି ନୂଆ ଶାଖାର ଶୁଭାରମ୍ଭ କରିଥିଲେ । ବ୍ୟାଙ୍କ ସେବାକୁ କଟକ ସହରରେ ଆହୁରି ବ୍ୟାପକ ଓ ସରଳ କରିବା ପାଇଁ ଫେଡେରାଲ ବ୍ୟାଙ୍କ ତରଫରୁ ଏହି ଭଳି ନୂଆ ଶାଖା ମାନ ଖୋଲାଯାଉଥିବା ବ୍ୟାଙ୍କ ତରଫରୁ କୁହାଯାଇଛି । ଏହି ନୂଆ ଫେଡେରାଲ ବ୍ୟାଙ୍କ ଶାଖା ସହ ଏଟିଏମ୍ ଓ ଲକର ସୁବିଧା ମଧ୍ୟ ଏହି ଶାଖାରେ ରହିଛି । ଫେଡେରାଲ ବ୍ୟାଙ୍କର ଭାଇସ୍ ପ୍ରେସିଡେଣ୍ଟ ସାବୁ ଆର ଏସ୍ ମଧ୍ୟ ଏହି ଶାଖା ଉଦଘାଟନ ଅବସରରେ ଉପସ୍ଥିତ ଥିଲେ ।You Can Read:CBI ରେଡ୍ ବେଳେ ୧୦ଲକ୍ଷ ଟଙ୍କା ଜବତ ଘଟଣା : ହାଜର ହେଲେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ ଜିଏମ୍ ଭୂପେନ୍ଦ୍ର କୁମାର ସିଂହ
କଟକ ୧୭।୧୨: କଟକ ନୟାସଡକରେ ଫେଡେରାଲ ବ୍ୟାଙ୍କ ତାର ନୂଆ ଶାଖାର ଶୁଭାରମ୍ଭ କରିଛି । କଟକରେ ଏହା ହେଉଛି ଫେଡେରାଲ ବ୍ୟାଙ୍କର ଦ୍ବିତୀୟ ଶାଖା । ବାରବାଟୀ କଟକ ବିଧାୟିକା ଓ ଜିଲ୍ଲା ଜଜ୍ ବୈଶମପାୟନ କର ଏହି ନୂଆ ଶାଖାର ଶୁଭାରମ୍ଭ କରିଥିଲେ । ବ୍ୟାଙ୍କ ସେବାକୁ କଟକ ସହରରେ ଆହୁରି ବ୍ୟାପକ ଓ ସରଳ କରିବା ପାଇଁ ଫେଡେରାଲ ବ୍ୟାଙ୍କ ତରଫରୁ ଏହି ଭଳି ନୂଆ ଶାଖା ମାନ ଖୋଲାଯାଉଥିବା ବ୍ୟାଙ୍କ ତରଫରୁ କୁହାଯାଇଛି । ଏହି ନୂଆ ଫେଡେରାଲ ବ୍ୟାଙ୍କ ଶାଖା ସହ ଏଟିଏମ୍ ଓ ଲକର ସୁବିଧା ମଧ୍ୟ ଏହି ଶାଖାରେ ରହିଛି । ଫେଡେରାଲ ବ୍ୟାଙ୍କର ଭାଇସ୍ ପ୍ରେସିଡେଣ୍ଟ ସାବୁ ଆର ଏସ୍ ମଧ୍ୟ ଏହି ଶାଖା ଉଦଘାଟନ ଅବସରରେ ଉପସ୍ଥିତ ଥିଲେ ।
You Can Read: