କଟକରେ ଖେଳା ଯାଇପାରେ ଆଇପିଏଲ୍ ମ୍ୟାଚ୍
ଭୁବନେଶ୍ୱର: ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇ ଖୁସି ଖବର। କଟକରେ ଖେଳା ଯାଇପାରେ ଆଇପିଏଲ ମ୍ୟାଚ୍। ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପ୍ରଥମ... The post କଟକରେ ଖେଳା ଯାଇପାରେ ଆଇପିଏଲ୍ ମ୍ୟାଚ୍ appeared first on .
ଭୁବନେଶ୍ୱର: ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇ ଖୁସି ଖବର। କଟକରେ ଖେଳା ଯାଇପାରେ ଆଇପିଏଲ ମ୍ୟାଚ୍। ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପ୍ରଥମ ୨ଟି ମ୍ୟାଚ୍ ପୁନେ ଓ କଟକରେ ଖେଳିପାରେ।
ମହିଳା ପ୍ରିମିୟର ଲିଗ୍ ପରେ ପରେ ଆଇପିଏଲ ଖେଳାଯିବାକୁ ଥିବାରୁ ଅରୁଣ ଜେଟଲୀ ଷ୍ଟାଡିୟମକୁ ଏତେ ଶୀଘ୍ର ପ୍ରସ୍ତୁତ କରିବା ସମ୍ଭବପର ନୁହେଁ। ତେଣୁ କଟକରେ ଦିଲ୍ଲୀ ନିଜର ଘରୋଇ ଆଇପିଏଲ ମ୍ୟାଚ୍ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ମାର୍ଚ୍ଚ ୨୦ରୁ ୨୨ ମଧ୍ୟରେ ଆଇପିଏଲ ଆରମ୍ଭ ହୋଇପାରେ। ଏନେଇ ଖୁବଶୀଘ୍ର କାର୍ଯ୍ୟସୂଚୀ ପ୍ରକାଶ ପାଇବ।
The post କଟକରେ ଖେଳା ଯାଇପାରେ ଆଇପିଏଲ୍ ମ୍ୟାଚ୍ appeared first on .