କଟକରେ ଖୋଲିଲା କାନାରା ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ

କଟକ ୮।୮: କଟକରେ ଖୋଲିଲା କାନାରା ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ । କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ର ଶ୍ରିଜୀ କମ୍ପ୍ଲେକ୍ସରେ ଦ୍ଵିତୀୟ ମହଲାରେ କ୍ଷେତ୍ରୀୟ କାର୍ଯ୍ୟାଳୟ ଉଦ୍ଘାଟନ କରାଯାଇଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବ୍ୟାଙ୍କ୍ର ଏକ୍‌ଜ୍ୟୁକିଟିଭ ଡାଇରେକ୍ଟର ଭାବେନ୍ଦ୍ର କୁମାର, ଜେନେରାଲ ମ୍ୟାନେଜର ଜଗଦୀଶ ଚନ୍ଦ୍ରଙ୍କ ସମେତ ରେଞ୍ଜ ଆଞ୍ଚଳିକ ମୁଖ୍ୟ,ଏଜିଏମଙ୍କ ସମେତ କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଗ୍ରାହକ ମାନଙ୍କ ପାଇଁ ଏହି କ୍ଷେତ୍ରୀୟ କାର୍ଯ୍ୟାଳୟ ବେଶ୍ ସହାୟ ହେବ । ଏଣିକି ଭୁବନେଶ୍ଵର ପରିବର୍ତ୍ତେ ଗ୍ରାହକ ମାନେ କଟକରେ ସମସ୍ତ ସୁବିଧା ପାଇପାରିବେ ବୋଲି ବ୍ୟାଙ୍କ ପଦାଧିକାରୀ ମାନେ କହିଛନ୍ତି ।You Can Read:ପୁଣି ଥରେ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ଛୁଇଁଲା ମହାନଦୀ ବନ୍ୟାଜଳ

କଟକରେ ଖୋଲିଲା କାନାରା ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ

କଟକ ୮।୮: କଟକରେ ଖୋଲିଲା କାନାରା ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ । କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ର ଶ୍ରିଜୀ କମ୍ପ୍ଲେକ୍ସରେ ଦ୍ଵିତୀୟ ମହଲାରେ କ୍ଷେତ୍ରୀୟ କାର୍ଯ୍ୟାଳୟ ଉଦ୍ଘାଟନ କରାଯାଇଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବ୍ୟାଙ୍କ୍ର ଏକ୍‌ଜ୍ୟୁକିଟିଭ ଡାଇରେକ୍ଟର ଭାବେନ୍ଦ୍ର କୁମାର, ଜେନେରାଲ ମ୍ୟାନେଜର ଜଗଦୀଶ ଚନ୍ଦ୍ରଙ୍କ ସମେତ ରେଞ୍ଜ ଆଞ୍ଚଳିକ ମୁଖ୍ୟ,ଏଜିଏମଙ୍କ ସମେତ କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଗ୍ରାହକ ମାନଙ୍କ ପାଇଁ ଏହି କ୍ଷେତ୍ରୀୟ କାର୍ଯ୍ୟାଳୟ ବେଶ୍ ସହାୟ ହେବ । ଏଣିକି ଭୁବନେଶ୍ଵର ପରିବର୍ତ୍ତେ ଗ୍ରାହକ ମାନେ କଟକରେ ସମସ୍ତ ସୁବିଧା ପାଇପାରିବେ ବୋଲି ବ୍ୟାଙ୍କ ପଦାଧିକାରୀ ମାନେ କହିଛନ୍ତି ।

You Can Read:

ପୁଣି ଥରେ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ଛୁଇଁଲା ମହାନଦୀ ବନ୍ୟାଜଳ