କଟକରେ ଧରିତ୍ରୀ ଜୁଏଲର୍ସର ନୂଆ ଶୋ-ରୁମ୍‌, ଉଦଘାଟନୀ ଅବସରରେ ଗ୍ରାହକଙ୍କୁ ସ୍ବତନ୍ତ୍ର ଅଫର

କଟକ: କଟକରେ ଧରିତ୍ରୀ ଜୁଏଲର୍ସର ନୂଆ ଶୋ-ରୁମ୍‌। ସୋମବାର ବକ୍ସି ବଜାର ଅଞ୍ଚଳରେ ଧରିତ୍ରୀ ଜୁଏଲର୍ସର ନୂତନ ଶୋ-ରୁମ୍ ଉଦ୍‌ଘାଟିତ ହୋଇଛି। ଶୋ-ରୁମ୍‌ ମୁଖ୍ୟ ପ୍ରେମଲତା ପୃଷ୍ଟି ଉଦ୍‌ଘାଟନ କରିଥିଲେ। ୨୦୦୭ ମସିହାରୁ ବକ୍ସି ବଜାର ଅଂଚଳରେ ଏହି ଶୋ-ରୁମ୍ ସୁନା, ରୁପା ଅଳଙ୍କାରର ବ୍ୟବସାୟ କରିଆସୁଛି। ଗ୍ରାହକଙ୍କୁ ମନଲାଖି ଗହଣା ଉପଲବ୍ଧ କରାଇବାରେ ସହାୟକ ହୋଇଆସିଥିବାବେଳେ ନୂଆ ଶୋରୁମରେ ମଧ୍ୟ ଗ୍ରାହକଙ୍କ ଭିଡ଼ ହେବାର ଲକ୍ଷ ରଖିଛନ୍ତି କର୍ତ୍ତୃପକ୍ଷ ।ନୂଆ ଶୋ-ରୁମ୍‌ରେ ୭୦ ରୁ ୮୦ ପ୍ରକାରର ଅତ୍ୟାଧୁନିକ ସୁନା ଅଳଙ୍କାର ସହିତ ୫୦ରୁ ଊର୍ଦ୍ଧ୍ଵ ପ୍ରକାର ରୁପା ଅଳଙ୍କାର ଓ ସାମଗ୍ରୀ ଉପଲବ୍ଧ କରାଯାଇଛି । ଉଦ୍‌ଘାଟନ ଅବସରରେ ସୁନାର ଗଢ଼େଇ ମଜୁରି ଉପରେ ୩୦ ପ୍ରତିଶତ ଛାଡ଼ କରାଯାଇଥିବା ବେଳେ ରୁପା ଅଳଙ୍କାରର ଗଢ଼ା ମଜୁରି ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି । ପୂର୍ବପରି ଆଗକୁ ମଧ୍ୟ ଗ୍ରାହକଙ୍କ ଆବଶ୍ୟକତା ଓ ବିଶ୍ୱାସଭାଜନକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ନିର୍ଦ୍ଦେଶକ।

କଟକରେ ଧରିତ୍ରୀ ଜୁଏଲର୍ସର ନୂଆ ଶୋ-ରୁମ୍‌, ଉଦଘାଟନୀ ଅବସରରେ ଗ୍ରାହକଙ୍କୁ ସ୍ବତନ୍ତ୍ର ଅଫର

କଟକ: କଟକରେ ଧରିତ୍ରୀ ଜୁଏଲର୍ସର ନୂଆ ଶୋ-ରୁମ୍‌। ସୋମବାର ବକ୍ସି ବଜାର ଅଞ୍ଚଳରେ ଧରିତ୍ରୀ ଜୁଏଲର୍ସର ନୂତନ ଶୋ-ରୁମ୍ ଉଦ୍‌ଘାଟିତ ହୋଇଛି। ଶୋ-ରୁମ୍‌ ମୁଖ୍ୟ ପ୍ରେମଲତା ପୃଷ୍ଟି ଉଦ୍‌ଘାଟନ କରିଥିଲେ। 

୨୦୦୭ ମସିହାରୁ ବକ୍ସି ବଜାର ଅଂଚଳରେ ଏହି ଶୋ-ରୁମ୍ ସୁନା, ରୁପା ଅଳଙ୍କାରର ବ୍ୟବସାୟ କରିଆସୁଛି। ଗ୍ରାହକଙ୍କୁ ମନଲାଖି ଗହଣା ଉପଲବ୍ଧ କରାଇବାରେ ସହାୟକ ହୋଇଆସିଥିବାବେଳେ ନୂଆ ଶୋରୁମରେ ମଧ୍ୟ ଗ୍ରାହକଙ୍କ ଭିଡ଼ ହେବାର ଲକ୍ଷ ରଖିଛନ୍ତି କର୍ତ୍ତୃପକ୍ଷ ।

ନୂଆ ଶୋ-ରୁମ୍‌ରେ ୭୦ ରୁ ୮୦ ପ୍ରକାରର ଅତ୍ୟାଧୁନିକ ସୁନା ଅଳଙ୍କାର ସହିତ ୫୦ରୁ ଊର୍ଦ୍ଧ୍ଵ ପ୍ରକାର ରୁପା ଅଳଙ୍କାର ଓ ସାମଗ୍ରୀ ଉପଲବ୍ଧ କରାଯାଇଛି । ଉଦ୍‌ଘାଟନ ଅବସରରେ ସୁନାର ଗଢ଼େଇ ମଜୁରି ଉପରେ ୩୦ ପ୍ରତିଶତ ଛାଡ଼ କରାଯାଇଥିବା ବେଳେ ରୁପା ଅଳଙ୍କାରର ଗଢ଼ା ମଜୁରି ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି । ପୂର୍ବପରି ଆଗକୁ ମଧ୍ୟ ଗ୍ରାହକଙ୍କ ଆବଶ୍ୟକତା ଓ ବିଶ୍ୱାସଭାଜନକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ନିର୍ଦ୍ଦେଶକ।