କଡ଼ାଗଣ୍ଡା ହିସାବ ଦେବେ ପାଣ୍ଡିଆନ୍ !
ରାଜନୀତିରୁ ଅବସର ନେବା ପରେ ପୂର୍ବତନ ବିଜେଡି ନେତା ଭି.କେ ପାଣ୍ଡିଆନଙ୍କୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଟାର୍ଗେଟ୍। କହିଲେ, ସାହାସୀ ଲୋକ ପାପ କରେନି, ଭୀରୁମାନେ ପାପ କରନ୍ତି। ଦୁରାଚାରୀ ଡରି ପଳେଇଲା, ଦୁରାଚାର ସମାପ୍ତ ହୋଇନି।