ବାଇକକୁ ପଛପଟୁ ଧକ୍କା ଦେଲା ଟ୍ୟାଙ୍କର, ସ୍ବାମୀ ଓ ପୁଅ ଆଗରେ ଚାଲିଗଲା ମାଆର ଜୀବନ

ଢେଙ୍କାନାଳ: ସ୍ବାମୀ ଓ ପୁଅ ଆଗରେ ଚାଲିଗଲା ମାଆର ଜୀବନ । ଢେଙ୍କାନାଳ ଜିଲ୍ଲା ଆନନ୍ଦ ନଗର ଛକର ୫୫ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାପା, ମାଆ ଓ ଛୁଆ ବାଇକରେ ଯାଉଥିବାବେଳେ ପଛପଟୁ ଧକ୍କା ଦେଲା ତେଲ ଟ୍ୟାଙ୍କର । ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ବାମୀ ଗୁରୁତର ଅଛନ୍ତି ।  ଅଳ୍ପକେ ବର୍ତ୍ତିଯାଇଛି ଦେଢ଼ବର୍ଷର ଶିଶୁ । ସେମାନଙ୍କ ଘର ବଣସିଂହ ଗାଁରେ । ଦୁର୍ଘଟଣାରେ ପରେ ଉତ୍ତେଜନା ପ୍ରକାଶ ପାଇଛି […] The post ବାଇକକୁ ପଛପଟୁ ଧକ୍କା ଦେଲା ଟ୍ୟାଙ୍କର, ସ୍ବାମୀ ଓ ପୁଅ ଆଗରେ ଚାଲିଗଲା ମାଆର ଜୀବନ appeared first on KNews Odisha.

ବାଇକକୁ ପଛପଟୁ ଧକ୍କା ଦେଲା ଟ୍ୟାଙ୍କର, ସ୍ବାମୀ ଓ ପୁଅ ଆଗରେ ଚାଲିଗଲା ମାଆର ଜୀବନ
BIKE Y

ଢେଙ୍କାନାଳ: ସ୍ବାମୀ ଓ ପୁଅ ଆଗରେ ଚାଲିଗଲା ମାଆର ଜୀବନ । ଢେଙ୍କାନାଳ ଜିଲ୍ଲା ଆନନ୍ଦ ନଗର ଛକର ୫୫ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାପା, ମାଆ ଓ ଛୁଆ ବାଇକରେ ଯାଉଥିବାବେଳେ ପଛପଟୁ ଧକ୍କା ଦେଲା ତେଲ ଟ୍ୟାଙ୍କର । ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ବାମୀ ଗୁରୁତର ଅଛନ୍ତି ।  ଅଳ୍ପକେ ବର୍ତ୍ତିଯାଇଛି ଦେଢ଼ବର୍ଷର ଶିଶୁ । ସେମାନଙ୍କ ଘର ବଣସିଂହ ଗାଁରେ । ଦୁର୍ଘଟଣାରେ ପରେ ଉତ୍ତେଜନା ପ୍ରକାଶ ପାଇଛି । ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ ।

 

ଆହୁରି ପଢ଼ନ୍ତୁ : ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

The post ବାଇକକୁ ପଛପଟୁ ଧକ୍କା ଦେଲା ଟ୍ୟାଙ୍କର, ସ୍ବାମୀ ଓ ପୁଅ ଆଗରେ ଚାଲିଗଲା ମାଆର ଜୀବନ appeared first on KNews Odisha.