କ’ଣ ଅଫିସ୍ରେ ବାରମ୍ବାର ‘ସୁଟା ବ୍ରେକ୍’ ନେବା ଦ୍ୱାରା ଷ୍ଟ୍ରେସ୍ କମିଥାଏ? ଜାଣନ୍ତୁ ଏହା ପଛର ସତ?
ନୂଆଦିଲ୍ଲୀ,୫।୯: ସିଗାରେଟ୍ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍ ଏକ ଷ୍ଟ୍ରେସ୍ ରିଲିଭର ଅଟେ। ପ୍ରାୟତଃ ଅଫିସରେ ଲୋକେ ଲଞ୍ଚବ୍ରେକ୍ରେ କିମ୍ବା ମିଟିଂ ପରେ କିମ୍ବା ମାଲିକଙ୍କ ଠାରୁ ଅଧିକ ଗାଳି ଶୁଣିବା ପରେ ସୁଟା ବ୍ରେକ୍ ନେଇଥାନ୍ତି। ତେବେ କ’ଣ ସିଗାରେଟ୍ ପିଇବା ଦ୍ୱାରା କ’ଣ ସତରେ ଷ୍ଟ୍ରେସ୍ କମ୍ ହୋଇଥାଏ। ନା ଏହା ସିଗାରେଟ୍ ଟାଣୁଥିବା ଲୋକଙ୍କର ଏକ ଧାରଣା। […] The post କ’ଣ ଅଫିସ୍ରେ ବାରମ୍ବାର ‘ସୁଟା ବ୍ରେକ୍’ ନେବା ଦ୍ୱାରା ଷ୍ଟ୍ରେସ୍ କମିଥାଏ? ଜାଣନ୍ତୁ ଏହା ପଛର ସତ? appeared first on Dharitri Odia News.
ନୂଆଦିଲ୍ଲୀ,୫।୯: ସିଗାରେଟ୍ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍ ଏକ ଷ୍ଟ୍ରେସ୍ ରିଲିଭର ଅଟେ। ପ୍ରାୟତଃ ଅଫିସରେ ଲୋକେ ଲଞ୍ଚବ୍ରେକ୍ରେ କିମ୍ବା ମିଟିଂ ପରେ କିମ୍ବା ମାଲିକଙ୍କ ଠାରୁ ଅଧିକ ଗାଳି ଶୁଣିବା ପରେ ସୁଟା ବ୍ରେକ୍ ନେଇଥାନ୍ତି। ତେବେ କ’ଣ ସିଗାରେଟ୍ ପିଇବା ଦ୍ୱାରା କ’ଣ ସତରେ ଷ୍ଟ୍ରେସ୍ କମ୍ ହୋଇଥାଏ। ନା ଏହା ସିଗାରେଟ୍ ଟାଣୁଥିବା ଲୋକଙ୍କର ଏକ ଧାରଣା। ଜାଣନ୍ତୁ ଏହା ପଛର ସତ୍ୟତା…
ନ୍ୟାଶନାଲ ହେଲଥ୍ ସର୍ଭିସ ଅନୁଯାୟୀ, ଯେଉଁମାନେ ଧ୍ରୁମପାନ କରନ୍ତିନି ସେମାନଙ୍କ ତୁଳନାରେ ଧ୍ରୁମପାନ କରୁତିବା ଲୋକଙ୍କ ଚାପ ବା ଷ୍ଟ୍ରେସ ଲେବୁଲ କମ୍ ରହିଥାଏ। ଲୋକଙ୍କ କହିବାନୁସାରେ, ସିଗାରେଟ୍ ଟାଣିବା ପରେ ସେମାନଙ୍କୁ ଆରାମ୍ ମିଳିଥାଏ। କାରଣ ସିଗାରେଟ୍ ପିଇବା ପରେ ଶରୀରରେ ନସିକୋଟିନ୍ ଲେବୁଲ୍ ଅଧିକ ବଢି ଯାଇଥାଏ। ଯାହାପରେ ଆପଣଙ୍କର ଶରୀର ଅଭ୍ୟାସରେ ପଡିଯାଏ। ଯେତେବେଳେ ଆପଣ ଧ୍ରୁମପାନ କରନ୍ତି ସେତେବେଳେ ଆପଣଙ୍କୁ ଲାଗିଥା, କି, ଆପଣଙ୍କ ଡିପୋମାଇନ ସ୍ତର ନିୟନ୍ତ୍ରଣ କରିବା ପାଇଁ ସିଗାରେଟ୍ର ଆବଶ୍ୟକତା ପଡିଥାଏ। ଏଥିପାଇଁ ଆପଣଙ୍କୁ ଲାଗିଥାଏ। କି, ଏହା ଆପଣଙ୍କ ଶରୀରକୁ ଆରାମ ଦେବାରେ କାମ କରିଥାଏ। କିନ୍ତୁ ବାସ୍ତବରେ ଏହା ଆପଣଙ୍କ ଶରୀରରେ ଷ୍ଟ୍ରେସ ଅଧିକ ବଢାଇଥାଏ।
The post କ’ଣ ଅଫିସ୍ରେ ବାରମ୍ବାର ‘ସୁଟା ବ୍ରେକ୍’ ନେବା ଦ୍ୱାରା ଷ୍ଟ୍ରେସ୍ କମିଥାଏ? ଜାଣନ୍ତୁ ଏହା ପଛର ସତ? appeared first on Dharitri Odia News.