୮ ହଜାର ଆକାଉଣ୍ଟ ବ୍ଲକ୍ କଲା ଏକ୍ସ’
ନୂଆଦିଲ୍ଲୀ, ୮।୫: ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ଭାରତରେ ୮ ହଜାର ଆକାଉଣ୍ଟକୁ ବ୍ଲକ୍ କରାଯାଇଥିବା ନେଇ ଗୁରୁବାର ଏକ୍ସ’ ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନ ସମର୍ଥିତ ପୋଷ୍ଟ ହେଉଥିବା ଆକାଉଣ୍ଟଗୁଡ଼ିକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି। The post ୮ ହଜାର ଆକାଉଣ୍ଟ ବ୍ଲକ୍ କଲା ଏକ୍ସ’ appeared first on Dharitri Odia News.
ନୂଆଦିଲ୍ଲୀ, ୮।୫: ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ଭାରତରେ ୮ ହଜାର ଆକାଉଣ୍ଟକୁ ବ୍ଲକ୍ କରାଯାଇଥିବା ନେଇ ଗୁରୁବାର ଏକ୍ସ’ ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନ ସମର୍ଥିତ ପୋଷ୍ଟ ହେଉଥିବା ଆକାଉଣ୍ଟଗୁଡ଼ିକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି।
The post ୮ ହଜାର ଆକାଉଣ୍ଟ ବ୍ଲକ୍ କଲା ଏକ୍ସ’ appeared first on Dharitri Odia News.