ମହିନ୍ଦ୍ରା ଥର୍‌ ସ୍ପେଶାଲ ଏଡିଶନ ଲଞ୍ଚ୍‌: ଦାମ୍‌ ରହିଛି…

ନୂଆଦିଲ୍ଲୀ,୨୮।୨: ଗାଡି ନିର୍ମାତା ମହିନ୍ଦ୍ରା ନିଜ ଥର ଲାଇଫ୍‌ଷ୍ଟାଇଲ୍‌ ଏସୟୁଭିର ଏକ ନୂତନ ସ୍ପେଶାଲ ଏଡିଶନ ଲଞ୍ଚ କରିଛି, ଯାହାର ନାମ ମହିନ୍ଦ୍ରା ଥର ଆର୍ଥ ଏଡିଶନ। ଡିଜର୍ଟ ଦ୍ୱାରା ଅନୁପ୍ରାଣିତ ଏହି ନୂତନ ଥର SUV 4 ଭାରିଆଣ୍ଟରେ ଉପଲବ୍ଧ ଏବଂ ଏକ୍ସ ଶୋ’ରୁମ ମୂଲ୍ୟ ୧୫.୪୦ ଲକ୍ଷରୁ ଆରମ୍ଭ ହୋଇଛି। LX ହାର୍ଡ ଟପ 4…4 ଗାଇଡକୁ ଆଧାର କରି, ନୂତନ ଥର ଆର୍ଥ ଏଡିଶନ ୪ ପ୍ରକାରରେ ଉପଲବ୍ଧ। ଏଥିରେ ପେଟ୍ରୋଲ ଏମଟି, […] The post ମହିନ୍ଦ୍ରା ଥର୍‌ ସ୍ପେଶାଲ ଏଡିଶନ ଲଞ୍ଚ୍‌: ଦାମ୍‌ ରହିଛି… appeared first on Dharitri Odia News.

ମହିନ୍ଦ୍ରା ଥର୍‌ ସ୍ପେଶାଲ ଏଡିଶନ ଲଞ୍ଚ୍‌: ଦାମ୍‌ ରହିଛି…

ନୂଆଦିଲ୍ଲୀ,୨୮।୨: ଗାଡି ନିର୍ମାତା ମହିନ୍ଦ୍ରା ନିଜ ଥର ଲାଇଫ୍‌ଷ୍ଟାଇଲ୍‌ ଏସୟୁଭିର ଏକ ନୂତନ ସ୍ପେଶାଲ ଏଡିଶନ ଲଞ୍ଚ କରିଛି, ଯାହାର ନାମ ମହିନ୍ଦ୍ରା ଥର ଆର୍ଥ ଏଡିଶନ। ଡିଜର୍ଟ ଦ୍ୱାରା ଅନୁପ୍ରାଣିତ ଏହି ନୂତନ ଥର SUV 4 ଭାରିଆଣ୍ଟରେ ଉପଲବ୍ଧ ଏବଂ ଏକ୍ସ ଶୋ’ରୁମ ମୂଲ୍ୟ ୧୫.୪୦ ଲକ୍ଷରୁ ଆରମ୍ଭ ହୋଇଛି।
LX ହାର୍ଡ ଟପ 4…4 ଗାଇଡକୁ ଆଧାର କରି, ନୂତନ ଥର ଆର୍ଥ ଏଡିଶନ ୪ ପ୍ରକାରରେ ଉପଲବ୍ଧ। ଏଥିରେ ପେଟ୍ରୋଲ ଏମଟି, ପେଟ୍ରୋଲ ଏଟି, ଡିଜେଲ ଏମଟି ଏବଂ ଡିଜେଲ ଏଟି ଅନ୍ତର୍ଭୁକ୍ତ। ଯାହାର ଏକ୍ସ ଶୋ’ରୁମ ମୂଲ୍ୟ ୧୫.୪୦ ଲକ୍ଷରୁ ୧୭.୬୦ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ଷ୍ଟାଇଲ ଦୃଷ୍ଟିରୁ, ପୂଆ ମହିନ୍ଦ୍ରା ଥର ଆର୍ଥ ଏଡିଶନ ଡିଜର୍ଟ ଫ୍ୟୁରି ସାଟନ ମ୍ୟାଟ ରଙ୍ଗରେ ପ୍ରସ୍ତୁତ ହୋଇଛି। କ୍ୟାବିନ ଭିତରେ ଏକ ଡୁଆଲ-ଟୋନ (କଳା ଏବଂ ଲାଇଟ୍‌ ବେଜ୍‌) ସ୍କିମ ଦିଆଯାଇଛି।

The post ମହିନ୍ଦ୍ରା ଥର୍‌ ସ୍ପେଶାଲ ଏଡିଶନ ଲଞ୍ଚ୍‌: ଦାମ୍‌ ରହିଛି… appeared first on Dharitri Odia News.