କନିଷ୍ଠଙ୍କ ଉପରେ ଆକ୍ସନ, ବରିଷ୍ଠଙ୍କ ମାନଭଞ୍ଜନ|

କନିଷ୍ଠଙ୍କ ଉପରେ ଆକ୍ସନ, ବରିଷ୍ଠଙ୍କୁ ମାନଭଞ୍ଜନ । ନୂଆ ଫଣ୍ଡା ଆପଣାଇଛି ବିଜେଡି । ଦଳକୁ ସଂଗଠିତ କରି ରଖିବା ପାଇଁ ଚଳାଇଛି ପ୍ରାଣପଣେ ଉଦ୍ୟମ । ପରାଜୟ ପର ଠାରୁ ଦଳରେ ନେତା ଚଳାଇଛନ୍ତି ଶୀତଳ ଯୁଦ୍ଧ । ଘନଘନ କରିଚାଲିଛନ୍ତି ବିଷୋଦଗାର #nav