କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ମୋଟର ସାଇକେଲ ଶୋଭାଯାତ୍ରାରେ ନିର୍ବାଚନ ପ୍ରଚାର

କନ୍ଧମାଳ : ଆଜି କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ସନ୍ଧ୍ୟା ବେଳେ ଫୁଲବାଣୀ ପୌର ପରିଷଦର ବିଭିନ୍ନ ୱାର୍ଡକୁ ମୋଟର ସାଇକେଲ ଶୋଭାଯାତ୍ରାରେ ଯାଇ ନିର୍ବାଚନ ପ୍ରଚାର କରିଥିଲେ ।  ସାହି ସାହିରେ ଲୋକଙ୍କୁ ଭେଟି ସେମାନଙ୍କର ଭଲ ମନ୍ଦ ବୁଝିବା ସହ  ଭୋଟ ଭିକ୍ଷା କରିଥିଲେ । ସ୍ଥାନୀୟ ସାଲୁଙ୍କି ହୋଟେଲରୁ ବାହାରି 100 ରୁ ଉର୍ଦ୍ଧ୍ଵ ମୋଟର ସାଇକେଲରେ କର୍ମୀଙ୍କ ସହ  ଗୋପାଳ ସାହି, ଜିରୀଙ୍ଗିପଡା, ମାଦିକୁଣ୍ଡା ଛକ, ପିଅନପଡା, କେନ୍ଦୁପଦର, ଫୁଲବାଣୀ ସାହି […] The post କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ମୋଟର ସାଇକେଲ ଶୋଭାଯାତ୍ରାରେ ନିର୍ବାଚନ ପ୍ରଚାର appeared first on KNews Odisha.

କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ମୋଟର ସାଇକେଲ ଶୋଭାଯାତ୍ରାରେ ନିର୍ବାଚନ ପ୍ରଚାର
founder

କନ୍ଧମାଳ : ଆଜି କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ସନ୍ଧ୍ୟା ବେଳେ ଫୁଲବାଣୀ ପୌର ପରିଷଦର ବିଭିନ୍ନ ୱାର୍ଡକୁ ମୋଟର ସାଇକେଲ ଶୋଭାଯାତ୍ରାରେ ଯାଇ ନିର୍ବାଚନ ପ୍ରଚାର କରିଥିଲେ ।  ସାହି ସାହିରେ ଲୋକଙ୍କୁ ଭେଟି ସେମାନଙ୍କର ଭଲ ମନ୍ଦ ବୁଝିବା ସହ  ଭୋଟ ଭିକ୍ଷା କରିଥିଲେ ।

ସ୍ଥାନୀୟ ସାଲୁଙ୍କି ହୋଟେଲରୁ ବାହାରି 100 ରୁ ଉର୍ଦ୍ଧ୍ଵ ମୋଟର ସାଇକେଲରେ କର୍ମୀଙ୍କ ସହ  ଗୋପାଳ ସାହି, ଜିରୀଙ୍ଗିପଡା, ମାଦିକୁଣ୍ଡା ଛକ, ପିଅନପଡା, କେନ୍ଦୁପଦର, ଫୁଲବାଣୀ ସାହି ମାଷ୍ଟର ପଡା ଆଦି ସ୍ଥାନରେ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ । କନ୍ଧମାଳ ସାଂସଦଙ୍କ  ସାଙ୍ଗରେ ବିଜେଡି ନଗର ସଭାପତି ବିମଳ ପାଢ଼ୀ,ବିଜେଡି ଛାତ୍ର ସଭାପତିଙ୍କ ସହ ବହୁ ଯୁବ କର୍ମୀ ଏହି ମୋଟର ସାଇକେଲ ଶୋଭାଯାତ୍ରାରେ ସାମିଲ ଥିଲେ ।

The post କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ମୋଟର ସାଇକେଲ ଶୋଭାଯାତ୍ରାରେ ନିର୍ବାଚନ ପ୍ରଚାର appeared first on KNews Odisha.