କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ମାଈ ହାତୀର ମୃତ୍ୟୁ, ବୋମା ଖାଇ ଅସୁସ୍ଥ ଅବସ୍ଥାରେ ଚାଲିଥିଲା ଚିକିତ୍ସା
ଢେଙ୍କନାଳ: ଢେଙ୍କାନାଳ କପିଳାସ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ମୃତ ମାଈ ହାତୀର ବୟସ ୧୨ବର୍ଷ । ଚିକିତ୍ସାଧୀନ ଅବସ୍ଥାରେ ଏହି ହାତୀର ମୃତ୍ୟୁ ଘଟିଛି। ବୋମା ଖାଇ ଦେବା ଯୋଗୁଁ ସସୁସ୍ଥ ଅବସ୍ଥାରେ ସଦର ବନାଞ୍ଚଳର ଲୋଚାପଲ୍ଲୀ ଗ୍ରାମ ନିଆକସ୍ଥ ଜଙ୍ଗଲରେ ଠାବ କରାଯାଇଥିଲା । ଗତ ୧ତାରିଖରେ ବନବିଭାଗ ପକ୍ଷରୁ ଏହି ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଉଥିଲା । ତେବେ ଆଜି ସନ୍ଧ୍ୟାରେ ଏହି ହାତୀର ମୃତ୍ୟୁ ଘଟିଥିବା ଜଣା ପଡିଛି। Also read- ମହିଳାଙ୍କୁ ହତ୍ୟାକରି ମୃତଦେହ ପୋତିଦେଲେ, ପ୍ରେମିକ ସମେତ ୪ ଅଭିଯୁକ୍ତ ଗିରଫ The post କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ମାଈ ହାତୀର ମୃତ୍ୟୁ, ବୋମା ଖାଇ ଅସୁସ୍ଥ ଅବସ୍ଥାରେ ଚାଲିଥିଲା ଚିକିତ୍ସା appeared first on Prameya News7.
ଢେଙ୍କନାଳ: ଢେଙ୍କାନାଳ କପିଳାସ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ମୃତ ମାଈ ହାତୀର ବୟସ ୧୨ବର୍ଷ । ଚିକିତ୍ସାଧୀନ ଅବସ୍ଥାରେ ଏହି ହାତୀର ମୃତ୍ୟୁ ଘଟିଛି। ବୋମା ଖାଇ ଦେବା ଯୋଗୁଁ ସସୁସ୍ଥ ଅବସ୍ଥାରେ ସଦର ବନାଞ୍ଚଳର ଲୋଚାପଲ୍ଲୀ ଗ୍ରାମ ନିଆକସ୍ଥ ଜଙ୍ଗଲରେ ଠାବ କରାଯାଇଥିଲା ।
ଗତ ୧ତାରିଖରେ ବନବିଭାଗ ପକ୍ଷରୁ ଏହି ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଉଥିଲା । ତେବେ ଆଜି ସନ୍ଧ୍ୟାରେ ଏହି ହାତୀର ମୃତ୍ୟୁ ଘଟିଥିବା ଜଣା ପଡିଛି।
Also read- ମହିଳାଙ୍କୁ ହତ୍ୟାକରି ମୃତଦେହ ପୋତିଦେଲେ, ପ୍ରେମିକ ସମେତ ୪ ଅଭିଯୁକ୍ତ ଗିରଫ
The post କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ମାଈ ହାତୀର ମୃତ୍ୟୁ, ବୋମା ଖାଇ ଅସୁସ୍ଥ ଅବସ୍ଥାରେ ଚାଲିଥିଲା ଚିକିତ୍ସା appeared first on Prameya News7.