କମଳପୁର ରେ ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ବୀରମହାରାଜାପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ କମଲପୁର ସ୍ଥିତ ବୁଣାକାର ସୁବିଧା କେନ୍ଦ୍ର ପ୍ରାଙ୍ଗଣରେ ଓଡିଶା ରାଜ୍ୟ ବିପର୍ଯୟ ପରିଚାଳନା କର୍ତୃପକ୍ଷ ସହାୟତା ରେ ରେଆର ସୋନପୁର ଦ୍ୱାରା ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ଯୟ ପରିଚାଳନା କମିଟି ଗଠନ କରାଯାଇଛି । ଏଥିରେ ପର୍ଯ୍ୟବେକ୍ଷ୍ୟକ ଭାବରେ ଜିଲ୍ଲା ଜରୁରୀକାଳୀନ ବିଭାଗ ର କାର୍ଯ୍ୟକ୍ରମ ଅଧିକାରୀ ବିଶ୍ୱନାଥ ନାୟକ ଯୋଗ ଦେଇ କମିଟି ଗଠନ ର ନିତି ନିୟମ ବିଷୟରେ ଆଲୋଚନା […] The post କମଳପୁର ରେ ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ appeared first on Odisha.News.

କମଳପୁର ରେ ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ବୀରମହାରାଜାପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ କମଲପୁର ସ୍ଥିତ ବୁଣାକାର ସୁବିଧା କେନ୍ଦ୍ର ପ୍ରାଙ୍ଗଣରେ ଓଡିଶା ରାଜ୍ୟ ବିପର୍ଯୟ ପରିଚାଳନା କର୍ତୃପକ୍ଷ ସହାୟତା ରେ ରେଆର ସୋନପୁର ଦ୍ୱାରା ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ଯୟ ପରିଚାଳନା କମିଟି ଗଠନ କରାଯାଇଛି । ଏଥିରେ ପର୍ଯ୍ୟବେକ୍ଷ୍ୟକ ଭାବରେ ଜିଲ୍ଲା ଜରୁରୀକାଳୀନ ବିଭାଗ ର କାର୍ଯ୍ୟକ୍ରମ ଅଧିକାରୀ ବିଶ୍ୱନାଥ ନାୟକ ଯୋଗ ଦେଇ କମିଟି ଗଠନ ର ନିତି ନିୟମ ବିଷୟରେ ଆଲୋଚନା କରିଥିଲେ। ଗ୍ରାମ ର ଆଶା କର୍ମୀ, ଅଙ୍ଗନବାଡି କର୍ମୀ , ୱାର୍ଡ଼ ସଭ୍ୟ, ଗ୍ରାମ ସମ୍ବଳ କର୍ମୀ , ସ୍ୱୟଂ ସହାୟକ ଗୋଷ୍ଟି ର ସଦସ୍ୟା ଯୋଗ ଦେଇ ବିପର୍ଯ୍ଯୟ ସମ୍ପର୍କିତ ବିସ୍ତୃତ ଆଲୋଚନା କରାଯାଇ ସର୍ବସମ୍ମତ କ୍ରମେ ଗ୍ରାମ କମିଟି ଗଠନ କରାଯାଇଥିଲା । ରେଆର ତରଫରୁ ବିଶ୍ୱମ୍ବର ସାହୁ , ସୁଦାମ ଗାଈଗରିଆ , ମିତ୍ରଭାନୁ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।

The post କମଳପୁର ରେ ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ appeared first on Odisha.News.