କମିଶନରଙ୍କୁ ମାଡ଼ ଘଟଣା: ମୁହଁ ଖୋଲିଲେ ଅପରାଜିତା, ମୋ ପୁଅ ଏଭଳି ଭୁଲ୍‌ କରିଥିଲେ…

ଖୋର୍ଦ୍ଧା,୫ା୭(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାକୁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ବିରୋଧ କରି ଆସୁଥିବା ବେଳେ ଶୁକ୍ରବାର ଖୋର୍ଦ୍ଧା ଜିଲା ବେଗୁନିଆରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଭୁଲ୍‌କୁ ଭୁଲ୍‌ କହିବା ପାଇଁ ସତ୍‌ସାହସ ଦରକାର। ମୋ ପୁଅ ଏଭଳି ଭୁଲ୍‌ କରିଥିଲେ, ପୋଲିସକୁ ଡକାଇ ଗିରଫ କରାଇଥାନ୍ତି। ସରକାରୀ କର୍ମଚାରୀ ହୁଅନ୍ତୁ କିମ୍ବା ଯେ କେହି […] The post କମିଶନରଙ୍କୁ ମାଡ଼ ଘଟଣା: ମୁହଁ ଖୋଲିଲେ ଅପରାଜିତା, ମୋ ପୁଅ ଏଭଳି ଭୁଲ୍‌ କରିଥିଲେ… appeared first on Dharitri Odia News.

କମିଶନରଙ୍କୁ ମାଡ଼ ଘଟଣା: ମୁହଁ ଖୋଲିଲେ ଅପରାଜିତା, ମୋ ପୁଅ ଏଭଳି ଭୁଲ୍‌ କରିଥିଲେ…

ଖୋର୍ଦ୍ଧା,୫ା୭(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାକୁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ବିରୋଧ କରି ଆସୁଥିବା ବେଳେ ଶୁକ୍ରବାର ଖୋର୍ଦ୍ଧା ଜିଲା ବେଗୁନିଆରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଭୁଲ୍‌କୁ ଭୁଲ୍‌ କହିବା ପାଇଁ ସତ୍‌ସାହସ ଦରକାର। ମୋ ପୁଅ ଏଭଳି ଭୁଲ୍‌ କରିଥିଲେ, ପୋଲିସକୁ ଡକାଇ ଗିରଫ କରାଇଥାନ୍ତି। ସରକାରୀ କର୍ମଚାରୀ ହୁଅନ୍ତୁ କିମ୍ବା ଯେ କେହି ବି ହୁଅନ୍ତୁ ଯେଭଳି ଦୁର୍ବ୍ୟବହାର କରାଗଲା ତାହା ଉଚିତ ନ ଥିଲା। ଜଗନ୍ନାଥ ପ୍ରଧାନ ମୋର ସହକର୍ମୀ ଅଛନ୍ତି। ସେ ଜଣେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା। ଏହା ତାଙ୍କ ପକ୍ଷରୁ ଭୁଲ୍‌ ହୋଇଛି, ସମସ୍ତଙ୍କୁ ମାନିବାକୁ ପଡ଼ିବ। ମୁଁ ଦୁଃଖିତ, ସେ ଜେଲରେ ଅଛନ୍ତି।

The post କମିଶନରଙ୍କୁ ମାଡ଼ ଘଟଣା: ମୁହଁ ଖୋଲିଲେ ଅପରାଜିତା, ମୋ ପୁଅ ଏଭଳି ଭୁଲ୍‌ କରିଥିଲେ… appeared first on Dharitri Odia News.