କମିଶନରେଟ ପୋଲିସର ବାଲିଯାତ୍ରା ପ୍ରସ୍ତୁତି, ନିୟୋଜିତ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ
କଟକ : କଟକରେ କମିଶନରେଟ ପୋଲିସର ବାଲିଯାତ୍ରା ପ୍ରସ୍ତୁତି । ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ଓ ଡିସିପି ଜଗମୋହନ ମୀନା । ପୁରା ଅଞ୍ଚଳ ବୁଲି ଦେଖିଛନ୍ତି ଅଧିକାରୀ । ଏଥର ବାଲିଯାତ୍ରା ପାଇଁ ନିୟୋଜିତ ହେବେ ମୋଟ ୭୦ ପ୍ଲାଟୁନ ପୋଲିସ ଫୋର୍ସ । ୨୦ଟି ପୋଲିସ ଏଡ୍ ପୋଷ୍ଟ ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇଛନ୍ତି କଟକ ଡିସିପି ଜଗମୋହନ ମୀନା । ସହରର ୧୫ ଟି ସ୍ଥାନରେ ପାର୍କିଂ ପାଇଁ […] The post କମିଶନରେଟ ପୋଲିସର ବାଲିଯାତ୍ରା ପ୍ରସ୍ତୁତି, ନିୟୋଜିତ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ appeared first on KNews Odisha.

କଟକ : କଟକରେ କମିଶନରେଟ ପୋଲିସର ବାଲିଯାତ୍ରା ପ୍ରସ୍ତୁତି । ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ଓ ଡିସିପି ଜଗମୋହନ ମୀନା । ପୁରା ଅଞ୍ଚଳ ବୁଲି ଦେଖିଛନ୍ତି ଅଧିକାରୀ । ଏଥର ବାଲିଯାତ୍ରା ପାଇଁ ନିୟୋଜିତ ହେବେ ମୋଟ ୭୦ ପ୍ଲାଟୁନ ପୋଲିସ ଫୋର୍ସ । ୨୦ଟି ପୋଲିସ ଏଡ୍ ପୋଷ୍ଟ ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇଛନ୍ତି କଟକ ଡିସିପି ଜଗମୋହନ ମୀନା ।
ସହରର ୧୫ ଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଉଛି। ତଳପଡିଆ ପଛପଟ ନଦୀକୂଳ ରାସ୍ତାକୁ ଗ୍ରୀନ କରିଡ଼ର ଭାବରେ ବ୍ୟବହାର କରିବାକୁ ଯୋଜନା କରାଯାଉଛି। ଜରୁରୀକାଳୀନ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯିବ। ତଳ ଓ ଉପର ପଡିଆ ମଝି ରାସ୍ତାକୁ ମଧ୍ୟ ବ୍ୟବହାର କରାଯିବ। ଏଥିସହ ରାସ୍ତାକଡ ଅବରୋଧ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା କହିଛନ୍ତି ଡିସିପି । ଅନ୍ୟପଟେ ତଳ ପଡ଼ିଆରେ ସ୍ଥିତି ଅନୁଧ୍ୟାନ କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ । କଟକ ଇନ୍ କଟକ ଯାଇ ସ୍ଥିତି ଅନୁଧ୍ୟାନ କ`ରିଚନ୍ତି ।
The post କମିଶନରେଟ ପୋଲିସର ବାଲିଯାତ୍ରା ପ୍ରସ୍ତୁତି, ନିୟୋଜିତ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ appeared first on KNews Odisha.