କମିସନରେଟ ପୋଲିସର ବଦଳିଲେ ଦୁଇ ଜୋନ ଏସିପି

ଭୁବନେଶ୍ୱର : କମିସନରେଟ ପୋଲିସର ବଦଳିଲେ ଦୁଇ ଜୋନ ଏସିପି | ଭୁବନେଶ୍ୱର ଜୋନ 3ଏସିପି ପ୍ରଦୀପ ରାଉତଙ୍କୁ କଟକ ଜୋନ ୩ କୁ ବଦଳି କରାଯାଇଥିବା ବେଳେ କଟକ ଜୋନ ୩ ଏସିପି ତାପସ କୁମାର ପ୍ରଧାନଙ୍କୁ ଭୁବନେଶ୍ୱର ଜୋନ ୩ କୁ ବଦଳି କରାଯାଇଛି | ସେହିପରି ଜୋନ ୨ ଏସିପି ଗିରିଜା ଚକ୍ରବର୍ତ୍ତୀଙ୍କୁ କଟକ ଜୋନ ୨ କୁ ବଦଳି କରାଯାଇଛି | ଏସିପି କୃଷ୍ଣ ଚନ୍ଦ୍ର ପଲେଈ ଜୋନ ୨ ର […] The post କମିସନରେଟ ପୋଲିସର ବଦଳିଲେ ଦୁଇ ଜୋନ ଏସିପି appeared first on KNews Odisha.

କମିସନରେଟ ପୋଲିସର ବଦଳିଲେ ଦୁଇ ଜୋନ ଏସିପି
police

ଭୁବନେଶ୍ୱର : କମିସନରେଟ ପୋଲିସର ବଦଳିଲେ ଦୁଇ ଜୋନ ଏସିପି | ଭୁବନେଶ୍ୱର ଜୋନ 3ଏସିପି ପ୍ରଦୀପ ରାଉତଙ୍କୁ କଟକ ଜୋନ ୩ କୁ ବଦଳି କରାଯାଇଥିବା ବେଳେ କଟକ ଜୋନ ୩ ଏସିପି ତାପସ କୁମାର ପ୍ରଧାନଙ୍କୁ ଭୁବନେଶ୍ୱର ଜୋନ ୩ କୁ ବଦଳି କରାଯାଇଛି | ସେହିପରି ଜୋନ ୨ ଏସିପି ଗିରିଜା ଚକ୍ରବର୍ତ୍ତୀଙ୍କୁ କଟକ ଜୋନ ୨ କୁ ବଦଳି କରାଯାଇଛି | ଏସିପି କୃଷ୍ଣ ଚନ୍ଦ୍ର ପଲେଈ ଜୋନ ୨ ର ଏସିପି ରହିଛନ୍ତି |

The post କମିସନରେଟ ପୋଲିସର ବଦଳିଲେ ଦୁଇ ଜୋନ ଏସିପି appeared first on KNews Odisha.