ରଥ ନିର୍ମାଣର ଷଷ୍ଠ ଦିନ, ତୁମ୍ବ ଗୁଡିକରେ ସୁତା ବାଡ଼ିଆ କରାଯାଇ ହେଲା ବିନ୍ଧ ଅନୁକୂଳ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ରଥଖଳା । ତିନି ରଥର ମୁଖ୍ୟ ବିଶ୍ଵକର୍ମାଙ୍କ ନିର୍ଦ୍ଦେଶରେ ଦ୍ରୁତଗତିରେ ଆଗେଇ ଚାଲିଛି ରଥର ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣର ଷଷ୍ଠ ଦିନରେ ତୁମ୍ବ ଗୁଡିକରେ ସୁତା ବାଡ଼ିଆ କରାଯାଇ ସେଥିରେ ବିନ୍ଧ ଅନୁକୂଳ କରାଯାଇଛି  । ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥିଲା । ଆସନ୍ତା ନୃସିଂହ ଚତୁର୍ଦ୍ଦଶୀରେ […] The post ରଥ ନିର୍ମାଣର ଷଷ୍ଠ ଦିନ, ତୁମ୍ବ ଗୁଡିକରେ ସୁତା ବାଡ଼ିଆ କରାଯାଇ ହେଲା ବିନ୍ଧ ଅନୁକୂଳ appeared first on KNews Odisha.

ରଥ ନିର୍ମାଣର ଷଷ୍ଠ ଦିନ, ତୁମ୍ବ ଗୁଡିକରେ ସୁତା ବାଡ଼ିଆ କରାଯାଇ  ହେଲା ବିନ୍ଧ ଅନୁକୂଳ
ratha

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ରଥଖଳା । ତିନି ରଥର ମୁଖ୍ୟ ବିଶ୍ଵକର୍ମାଙ୍କ ନିର୍ଦ୍ଦେଶରେ ଦ୍ରୁତଗତିରେ ଆଗେଇ ଚାଲିଛି ରଥର ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣର ଷଷ୍ଠ ଦିନରେ ତୁମ୍ବ ଗୁଡିକରେ ସୁତା ବାଡ଼ିଆ କରାଯାଇ ସେଥିରେ ବିନ୍ଧ ଅନୁକୂଳ କରାଯାଇଛି  ।

ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥିଲା । ଆସନ୍ତା ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ସହ ନୃସିଂହଙ୍କ ଚିତ୍ର ଖୋଦେଇ କରିବେ ରୂପକାର ସେବକ । ଆସନ୍ତା ଭଉଁରୀ ତିଥିରେ ତିନି ରଥର ଦୁଇଟି ଚକ ସହ ଗୋଟିଏ ଅଖ ସଂଯୋଗ କରାଯିବା ଵିଧି ରହିଛି  । ତିନି ରଥର ୪୨ଚକ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ୪୨ଟି ତୁମ୍ବ କଟାଯାଇ ଏଥିରେ ସୁତବାଡିଆ ସହ ବିନ୍ଧ ଅନୁକୂଳ କରିଛନ୍ତି ମୁଖ୍ୟ ବିଶ୍ଵକର୍ମା ସେବକ ।

The post ରଥ ନିର୍ମାଣର ଷଷ୍ଠ ଦିନ, ତୁମ୍ବ ଗୁଡିକରେ ସୁତା ବାଡ଼ିଆ କରାଯାଇ ହେଲା ବିନ୍ଧ ଅନୁକୂଳ appeared first on KNews Odisha.