କମିସନରେଟ୍ ପୋଲିସର ସ୍ପେଶାଲ ଡ୍ରାଇଭ୍ ଜୋରଦାର, ୧୧ ଜଣ ଗିରଫ

ଭୁବନେଶ୍ବର ୨୩।୩: କମିସନରେଟ୍ ପୋଲିସ ପକ୍ଷରୁ ଜୋରଦାର ହୋଇଛି ସ୍ପେଶାଲ ଡ୍ରାଇଭ୍ । ୧୧ଜଣଙ୍କୁ ଗିରଫ କରାଯାଇଛି । ଷ୍ଟ୍ରିଟ୍ କ୍ରାଇମ୍ ରୋକିବା ପାଇଁ କଡ଼ା ଆଭିମୁଖ୍ୟ ନେଇଛି ପୋଲିସ । ଆର୍ମ ଆକ୍ଟ ଲଗାଇଛି ପୋଲିସ । ପିସିଆର ଦ୍ଵାରା ଇଣ୍ଟେନ୍ସିଭ ପାଟ୍ରୋଲିଂ କରାଯାଇଛି । ସନ୍ଦିଗ୍ଧ ବୁଲୁଥିବା ବେଳେ ଯାଞ୍ଚ କରିଥିଲା ପିସିଆର । ସର୍ଚ୍ଚ ବେଳେ ଅଧାକିଲୋ ରୁପା ଅଳଙ୍କାର ମିଳିଛି । ନୟାପଲ୍ଲୀ ଅଞ୍ଚଳର ଏକ ଅଳଙ୍କାର ଦୋକାନରୁ ଚୋରି କରି ଫେରୁଥିଲେ । ପିସିଆର ଯୋଗୁ ମିଳିପାରିଛି ରୁପା । ନୟାପଲ୍ଲୀ ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ଜଣେ ସବ ଇନ୍ସପେକ୍ଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ବର ଡିସିପି । ସେହିପରି ପୁଣି ଥରେ ଲଟକା ଲଗାଇଲେ ପୋଲିସ । କ୍ୟାପିଟାଲ ଥାନା ଅଞ୍ଚଳର କେଦାର ପଲ୍ଲୀ ବସ୍ତିରେ ଲଟକା ଲଗାଯାଇଛି । ଆଗକୁ ସବୁ ଥାନାରେ ଭେରିଫାୟେ ପରେ କମିସନରେଟ୍ ପୋଲିସ ଲଗାଇବେ ଲଟକା ।You Can Read:ସକ୍ରିୟ ରାଜନୀତିରୁ ବିଦାୟର ସମୟ ଆସିଗଲାଣି, ବାପ-ପୁଅ ଗୋଟିଏ ମଞ୍ଚରେ ବସିବାକୁ ଆମ ପରମ୍ପରା ଗ୍ରହଣ କରେନାହିଁ : ନିରଞ୍ଜନ ପଟ୍ଟନାୟକ

କମିସନରେଟ୍ ପୋଲିସର ସ୍ପେଶାଲ ଡ୍ରାଇଭ୍ ଜୋରଦାର, ୧୧ ଜଣ ଗିରଫ

ଭୁବନେଶ୍ବର କମିସନରେଟ୍ ପୋଲିସ ପକ୍ଷରୁ ଜୋରଦାର ହୋଇଛି ସ୍ପେଶାଲ ଡ୍ରାଇଭ୍ । ୧୧ଜଣଙ୍କୁ ଗିରଫ କରାଯାଇଛି । ଷ୍ଟ୍ରିଟ୍ କ୍ରାଇମ୍ ରୋକିବା ପାଇଁ କଡ଼ା ଆଭିମୁଖ୍ୟ ନେଇଛି ପୋଲିସ । ଆର୍ମ ଆକ୍ଟ ଲଗାଇଛି ପୋଲିସ । ପିସିଆର ଦ୍ଵାରା ଇଣ୍ଟେନ୍ସିଭ ପାଟ୍ରୋଲିଂ କରାଯାଇଛି । 

ସନ୍ଦିଗ୍ଧ ବୁଲୁଥିବା ବେଳେ ଯାଞ୍ଚ କରିଥିଲା ପିସିଆର । ସର୍ଚ୍ଚ ବେଳେ ଅଧାକିଲୋ ରୁପା ଅଳଙ୍କାର ମିଳିଛି । ନୟାପଲ୍ଲୀ ଅଞ୍ଚଳର ଏକ ଅଳଙ୍କାର ଦୋକାନରୁ ଚୋରି କରି ଫେରୁଥିଲେ । ପିସିଆର ଯୋଗୁ ମିଳିପାରିଛି ରୁପା । ନୟାପଲ୍ଲୀ ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ଜଣେ ସବ ଇନ୍ସପେକ୍ଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ବର ଡିସିପି । 

ସେହିପରି ପୁଣି ଥରେ ଲଟକା ଲଗାଇଲେ ପୋଲିସ । କ୍ୟାପିଟାଲ ଥାନା ଅଞ୍ଚଳର କେଦାର ପଲ୍ଲୀ ବସ୍ତିରେ ଲଟକା ଲଗାଯାଇଛି । ଆଗକୁ ସବୁ ଥାନାରେ ଭେରିଫାୟେ ପରେ କମିସନରେଟ୍ ପୋଲିସ ଲଗାଇବେ ଲଟକା ।

You Can Read:

ସକ୍ରିୟ ରାଜନୀତିରୁ ବିଦାୟର ସମୟ ଆସିଗଲାଣି, ବାପ-ପୁଅ ଗୋଟିଏ ମଞ୍ଚରେ ବସିବାକୁ ଆମ ପରମ୍ପରା ଗ୍ରହଣ କରେନାହିଁ : ନିରଞ୍ଜନ ପଟ୍ଟନାୟକ