କମ୍ବିଂ ବେଳେ ବିଏସଫକୁ ବଡ଼ ସଫଳତା, ୨ ମାଓ ଡମ୍ପ ଠାବ କଲେ ଯବାନ

ମାଲକାନଗିରି: କମ୍ବିଂ ସମୟରେ ବିଏସଏଫ ବାହିନୀକୁ ବଡ଼ ସଫଳତା। ଜିଲ୍ଲାର ବଡିଗାଟା ଗାଁ ପାଖ ଜଙ୍ଗଲରୁ ମିଳିଲା ଦୁଇଟି ବଡ଼ ଧରଣର ମାଓ ଡମ୍ପ ।ସୂଚନା ଅନୁଯାୟୀ, ଏହି ଡମ୍ପରୁ ୭ଟି ଦେଶୀ ବନ୍ଧୁକ, ୫ କିଲୋଗ୍ରାମ ଓଜନର ଦୁଇଟି ଟିଫିନ ବୋମା, ୪ଟି ଗ୍ରେନେଡ, ୨ଟି ସୋଲାର ପ୍ୟାନେଲ, ଗୋଟିଏ ଏଲପିଜି ଗ୍ୟାସ ସିଲିଣ୍ଡର ସହ ବହୁ ପରିମାଣରେ ମାଓ ସାମଗ୍ରୀ ମିଳିଛି। ତେବେ ନକ୍ସଲମାନେ ଆଗାମୀ ନିର୍ବାଚନରେ ହିଂସା କାଣ୍ଡ ଘଟାଇ ଲାଗି ଏହି ସବୁ ବିସ୍ଫୋରକ ସାମଗ୍ରୀ ଠୁଳ କରିଥିଲେ ବୋଲି ବିଏସଏଫ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି ।

କମ୍ବିଂ ବେଳେ ବିଏସଫକୁ ବଡ଼ ସଫଳତା, ୨ ମାଓ ଡମ୍ପ ଠାବ କଲେ ଯବାନ

ମାଲକାନଗିରି: କମ୍ବିଂ ସମୟରେ ବିଏସଏଫ ବାହିନୀକୁ ବଡ଼ ସଫଳତା। ଜିଲ୍ଲାର ବଡିଗାଟା ଗାଁ ପାଖ ଜଙ୍ଗଲରୁ ମିଳିଲା ଦୁଇଟି ବଡ଼ ଧରଣର ମାଓ ଡମ୍ପ ।

ସୂଚନା ଅନୁଯାୟୀ, ଏହି ଡମ୍ପରୁ ୭ଟି ଦେଶୀ ବନ୍ଧୁକ, ୫ କିଲୋଗ୍ରାମ ଓଜନର ଦୁଇଟି ଟିଫିନ ବୋମା, ୪ଟି ଗ୍ରେନେଡ, ୨ଟି ସୋଲାର ପ୍ୟାନେଲ, ଗୋଟିଏ ଏଲପିଜି ଗ୍ୟାସ ସିଲିଣ୍ଡର ସହ ବହୁ ପରିମାଣରେ ମାଓ ସାମଗ୍ରୀ ମିଳିଛି। ତେବେ ନକ୍ସଲମାନେ ଆଗାମୀ ନିର୍ବାଚନରେ ହିଂସା କାଣ୍ଡ ଘଟାଇ ଲାଗି ଏହି ସବୁ ବିସ୍ଫୋରକ ସାମଗ୍ରୀ ଠୁଳ କରିଥିଲେ ବୋଲି ବିଏସଏଫ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି ।