କର୍ଣ୍ଣାଟକ ଭିଡିଓ ସ୍କାମ ମାମଲାରେ ନୂଆ ମୋଡ ପୀଡିତା ବଦଳାଇଲେ ବୟାନ, ଏବେ ବି ପ୍ରଜ୍ୱଳ ରେଭାନ୍ନା ଫେରାର

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ କର୍ଣ୍ଣାଟକ ଅଶ୍ଲୀଳ ଭିଡିଓ ମାମଲାରେ ନୂଆ ମୋଡ । ବୟାନ ବଦଳାଇଲେ ପୀଡିତା । ଚାପରେ ପଡି ମିଛ ବୟାନ ଦେଇଥିବା କହିଛନ୍ତି ପୀଡିତା । ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇ ଏଭଳି ଚାଂଚଲ୍ୟକର ବୟାନ ଦେଇଛନ୍ତି ପୀଡିତା । ଅନ୍ୟପଟେ ଜେଡିଏସ ନେତା ଏଚଡି କୁମାରସ୍ୱାମୀ ମଧ୍ୟ ମାମଲାର ଯାଂଚ କରୁଥିବା ଏସଆଇଟି ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଜେଡିଏସ ନେତା ପ୍ରଜ୍ୱଳ ରେଭାନ୍ନା ଓ ଏଚଡି […] The post କର୍ଣ୍ଣାଟକ ଭିଡିଓ ସ୍କାମ ମାମଲାରେ ନୂଆ ମୋଡ ପୀଡିତା ବଦଳାଇଲେ ବୟାନ, ଏବେ ବି ପ୍ରଜ୍ୱଳ ରେଭାନ୍ନା ଫେରାର first appeared on Kanak News.

କର୍ଣ୍ଣାଟକ ଭିଡିଓ ସ୍କାମ ମାମଲାରେ ନୂଆ ମୋଡ ପୀଡିତା ବଦଳାଇଲେ ବୟାନ, ଏବେ ବି ପ୍ରଜ୍ୱଳ ରେଭାନ୍ନା ଫେରାର

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ କର୍ଣ୍ଣାଟକ ଅଶ୍ଲୀଳ ଭିଡିଓ ମାମଲାରେ ନୂଆ ମୋଡ । ବୟାନ ବଦଳାଇଲେ ପୀଡିତା । ଚାପରେ ପଡି ମିଛ ବୟାନ ଦେଇଥିବା କହିଛନ୍ତି ପୀଡିତା । ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇ ଏଭଳି ଚାଂଚଲ୍ୟକର ବୟାନ ଦେଇଛନ୍ତି ପୀଡିତା । ଅନ୍ୟପଟେ ଜେଡିଏସ ନେତା ଏଚଡି କୁମାରସ୍ୱାମୀ ମଧ୍ୟ ମାମଲାର ଯାଂଚ କରୁଥିବା ଏସଆଇଟି ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଜେଡିଏସ ନେତା ପ୍ରଜ୍ୱଳ ରେଭାନ୍ନା ଓ ଏଚଡି ରେଭାନ୍ନାଙ୍କ ଉପରେ ମିଛ ମାମଲା ଆଣି ସେମାନଙ୍କୁ ଫଶାଯାଉଛି ଓ ଏହା ପଛରେ କଂଗ୍ରେସର ହାତ ଥିବା କହିଛି ଜେଡିଏସ । ଗୁରୁବାର ରାଜ୍ୟପାଳଙ୍କୁ ଭେଟି ଜେଡିଏସ ଏକ ସ୍ମାରକପତ୍ର ଦେଇଛି ।

The post କର୍ଣ୍ଣାଟକ ଭିଡିଓ ସ୍କାମ ମାମଲାରେ ନୂଆ ମୋଡ ପୀଡିତା ବଦଳାଇଲେ ବୟାନ, ଏବେ ବି ପ୍ରଜ୍ୱଳ ରେଭାନ୍ନା ଫେରାର first appeared on Kanak News.