ଗଞ୍ଜାମରେ ବିଜୁବାବୁଙ୍କ ଜୟନ୍ତୀ ପାଳିତ

ଗଞ୍ଜାମ,୫ା୩ (ବିଦ୍ୟାଳୟ ସାହୁ): ଗଞ୍ଜାମ ବିଜେଡି ପକ୍ଷରୁ ବିଜୁବାବୁଙ୍କ ଜୟନ୍ତୀ ବୁଧବାର ପାଳିତ ହେଇଯାଇଛି l ଏହି ଅବସରରେ ସାମନ୍ତରା ସାହିସ୍ଥିତ ବିଜୁବାବୁଙ୍କର ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀ ଏକତ୍ରିତ ହୋଇ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଏକା ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡ଼ା, ଜିଲାପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ଉପାଧ୍ୟକ୍ଷ ନିଲାଞ୍ଚଳ ବାରିକ, ସୁଦାମ ଜେନା, ପଙ୍କଜ ବାରିକ, ପପି ଗୌଡ଼ ପ୍ରମୁଖ ଉପସ୍ଥିତ […] The post ଗଞ୍ଜାମରେ ବିଜୁବାବୁଙ୍କ ଜୟନ୍ତୀ ପାଳିତ appeared first on Dharitri Odia News.

ଗଞ୍ଜାମରେ ବିଜୁବାବୁଙ୍କ ଜୟନ୍ତୀ ପାଳିତ

ଗଞ୍ଜାମ,୫ା୩ (ବିଦ୍ୟାଳୟ ସାହୁ): ଗଞ୍ଜାମ ବିଜେଡି ପକ୍ଷରୁ ବିଜୁବାବୁଙ୍କ ଜୟନ୍ତୀ ବୁଧବାର ପାଳିତ ହେଇଯାଇଛି l ଏହି ଅବସରରେ ସାମନ୍ତରା ସାହିସ୍ଥିତ ବିଜୁବାବୁଙ୍କର ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀ ଏକତ୍ରିତ ହୋଇ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଏକା ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡ଼ା, ଜିଲାପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ଉପାଧ୍ୟକ୍ଷ ନିଲାଞ୍ଚଳ ବାରିକ, ସୁଦାମ ଜେନା, ପଙ୍କଜ ବାରିକ, ପପି ଗୌଡ଼ ପ୍ରମୁଖ ଉପସ୍ଥିତ ରହି ବିଜୁବାବୁଙ୍କ ଜୀବନୀ ଓ କାର୍ଯ୍ୟଧାରା ଉପରେ ଆଲେଚନା କରିଥିଲେ।

The post ଗଞ୍ଜାମରେ ବିଜୁବାବୁଙ୍କ ଜୟନ୍ତୀ ପାଳିତ appeared first on Dharitri Odia News.