କଳାଦାଗରୁ ମୁକ୍ତି
ନିଜ ଶରୀର ଯନି ନେବାକୁ କିଏ ଅବା ନ ଚାହେଁ ,ଖାସ୍ କରି ଝିଅ ମାନୋ ତେବେ ବେଳେବେଳେ ଆଣ୍ଠୁ ଓ କାନ୍ଧରେ ଘନ କଳାଦାଗ ଦେଖିବାକୁ ମିଳିଥାଏା ବୟସ ବଢିବା ସହ ଏହି କଳାଦାଗର ଘନତ୍ୱ ମଧ୍ୟ ବଢିଥାଏା ଯଥାସମ୍ଭବ ଚେଷ୍ଟା କରିବାପରେ ମଧ୍ୟ ଏହା ଭଲ ହୋଇନଥାଏା ଏହି ସମସ୍ୟା ଆମ ଶରୀରେ ଅନେକ କାରଣରୁ ଦେଖିବାକୁ ମିଳିଥାଏ, ଯେପରି ପ୍ରଖର ସୂର୍ଯ୍ୟକିରଣ, ଶରୀରରେ ହର୍ମୋନାଲ ପରିବର୍ତ୍ତନ, କୌଣସି ଔଷଧର ପାଶ୍ୱର୍ପ୍ରତିକ୍ରିୟା ଆଦି । […]

ନିଜ ଶରୀର ଯନି ନେବାକୁ କିଏ ଅବା ନ ଚାହେଁ ,ଖାସ୍ କରି ଝିଅ ମାନୋ ତେବେ ବେଳେବେଳେ ଆଣ୍ଠୁ ଓ କାନ୍ଧରେ ଘନ କଳାଦାଗ ଦେଖିବାକୁ ମିଳିଥାଏା ବୟସ ବଢିବା ସହ ଏହି କଳାଦାଗର ଘନତ୍ୱ ମଧ୍ୟ ବଢିଥାଏା ଯଥାସମ୍ଭବ ଚେଷ୍ଟା କରିବାପରେ ମଧ୍ୟ ଏହା ଭଲ ହୋଇନଥାଏା ଏହି ସମସ୍ୟା ଆମ ଶରୀରେ ଅନେକ କାରଣରୁ ଦେଖିବାକୁ ମିଳିଥାଏ, ଯେପରି ପ୍ରଖର ସୂର୍ଯ୍ୟକିରଣ, ଶରୀରରେ ହର୍ମୋନାଲ ପରିବର୍ତ୍ତନ, କୌଣସି ଔଷଧର ପାଶ୍ୱର୍ପ୍ରତିକ୍ରିୟା ଆଦି । ଏହାକୁ ଡାକ୍ତର ପରାମର୍ଶର ଆବଶ୍ୟକତା ରହିଛି, ମାତ୍ର ଏଥି ନିମନ୍ତେ କିଛି ଘରୋଇ ଉପଚାର ମଧ୍ୟ ରହିଛି ଯାହାକୁ ଅନୁକରଣ କରିବା ଦ୍ୱାରା ଉପଶମ ମିଳିଥାଏା ନଡିଆ ତେଲ ଆମ ଶରୀର ପକ୍ଷେ ଖୁବ ଲାଭଦାୟକ ହୋଇଥାଏା କାରଣ ଏଥିରେ ଭିଟାମିନ ଇ ଥାଏା ଯାହା ତ୍ୱଚାରୁ କଳାଦାଗ ଦୂର କରିବାରେ ସାହାଯ୍ୟ କରିବାସହ ତ୍ୱଚାରେ ଚମକ ଆଣିଥାଏା ତେବେ ଖାଲି ନଡିଆ ତେଲ ନଲଗାଇ ଏଥିରେ କିଛି ମିଶ୍ରମ କରି ଲଗାଇବା ସହ ଉପଶମ ମିଳିଥାଏ ।
-ନଡିଆ ତେଲ , କମଳା ଚୋପା
ନଡିଆ ତେଲରେ କମଳା ଚୋପା ମିଶାଇ କଳାଦାଗ ଥିବା ସ୍ଥାନରେ ଲଗାନ୍ତୁା କିଛି ସମୟ ଭଲ ଭାବରେ ମସାଜ କରନ୍ତୁା ଏହା ପରେ ଏହାକୁ ୨ ମିନିଟ୍ ପାଇଁ ଛାଡିଦିଅନ୍ତୁା ପରେ ଏହାକୁ ଭଲ ଭାବେ ଧୋଇ ନିଅନ୍ତୁା ଏପରି ଗୋଟିଏ ସପ୍ତାହ କରନ୍ତୁ ଫରକ ନିଜେ ଜାଣିପାରିବୋ
– ନଡିଆ ତେଲ, ବାଦାମ ଚୋପା
ନଡିଆ ତେଲରେ ବାଦାମ ଚୋପାକୁ ଗଣ୍ଡକରି ମିଶାଇ ଲଗାଇବା ମଧ୍ୟ ଲାଭଦାୟକ ହୋଇଥାଏା ଏହାକୁ ଆପଣ ବେକ, ଆଣ୍ଠୁ, ଗୋଇଠିରେ ଥିବା କଳାଦାଗ ସ୍ଥାନରେ ମାଲିସ୍ କରନ୍ତୁା ଗୋଟିଏ ଦିନରେ ଏପରି ୩ ଥର କରନ୍ତୁା ଗୋଟିଏ ସପ୍ତାହ ପରେ କଳାଦାଗ ଦୂରହେବାର ଦେଖିବାକୁ ମିଳିବ । ତେବେ ଏସବୁ ଘରୋଇ ଉପଚାର ସହିତ ଡାକ୍ତର ପରାମର୍ଶ ମଧ୍ୟ କରନ୍ତୁ ।