କଳାହାଣ୍ଡି ଏମ୍ପି ପ୍ରାର୍ଥୀ ଲମ୍ବୋଧରଙ୍କ ନିର୍ବାଚନ ପ୍ରଚାର ଆରମ୍ଭ
ଭୁବନେଶ୍ୱର,୪।୨: ଟିକେଟ୍ ପାଇବା ପରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ବିଜେଡିର କଳାହାଣ୍ଡି ଏମ୍ପି ପ୍ରାର୍ଥୀ ଲମ୍ବୋଧର ନିଆଲ। ସେ ପ୍ରଥମେ ଦଳୀୟ କର୍ମକର୍ତ୍ତାଙ୍କ ସହ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ପରେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏପରିକି ଗାଁକୁ ଗାଁ ବୁଲି ବିଜୟୀ କରିବା ପାଇଁ ଭୋଟ ମାଗିଛନ୍ତି। କାଳାହାଣ୍ଡି ଆସନରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଜେଡି ଶାସନରେ ରାଜ୍ୟରେ ହୋଇଥିବା ବିକାଶ ଏବଂ ଲୋକାଭିମୁଖୀ […] The post କଳାହାଣ୍ଡି ଏମ୍ପି ପ୍ରାର୍ଥୀ ଲମ୍ବୋଧରଙ୍କ ନିର୍ବାଚନ ପ୍ରଚାର ଆରମ୍ଭ appeared first on Dharitri Odia News.
ଭୁବନେଶ୍ୱର,୪।୨: ଟିକେଟ୍ ପାଇବା ପରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ବିଜେଡିର କଳାହାଣ୍ଡି ଏମ୍ପି ପ୍ରାର୍ଥୀ ଲମ୍ବୋଧର ନିଆଲ। ସେ ପ୍ରଥମେ ଦଳୀୟ କର୍ମକର୍ତ୍ତାଙ୍କ ସହ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ପରେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏପରିକି ଗାଁକୁ ଗାଁ ବୁଲି ବିଜୟୀ କରିବା ପାଇଁ ଭୋଟ ମାଗିଛନ୍ତି।
କାଳାହାଣ୍ଡି ଆସନରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଜେଡି ଶାସନରେ ରାଜ୍ୟରେ ହୋଇଥିବା ବିକାଶ ଏବଂ ଲୋକାଭିମୁଖୀ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି ଲମ୍ବୋଧର ପ୍ରକାଶ କରିଛନ୍ତି।
The post କଳାହାଣ୍ଡି ଏମ୍ପି ପ୍ରାର୍ଥୀ ଲମ୍ବୋଧରଙ୍କ ନିର୍ବାଚନ ପ୍ରଚାର ଆରମ୍ଭ appeared first on Dharitri Odia News.